ETV Bharat / state

ଅନୁଗୋଳରେ ଲଜ୍ଜ୍ୟା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ - ଅନୁଗୋଳରେ ଲଜ୍ଜ୍ୟା

ଅନୁଗୋଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 21, 2019, 7:52 AM IST

Updated : Jul 21, 2019, 11:18 AM IST

ଅନୁଗୋଳ: ଥମୁନି ନାବାଳିକା ଦୁଷ୍କର୍ମ ଘଟଣା। ଆଜି ପୁଣି ଅନୁଗୋଳ ଜିଲ୍ଲାରେ ଜଣେ 8 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗୁରୁତର ଅବସ୍ଥାରେ ପୀଡିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ଯାଯାବର ପରିବାରର ଜଣେ ନାବାଳିକା ଶୋଇଥିବା ଅବସ୍ଥାରେ ତା ମାଆ ପାଖରୁ ଉଠାଇନଥିଲେ ଦୁର୍ବୃତ୍ତ । ଦୁଷ୍କର୍ମ ପରେ ଧାରୁଆ ଛୁରୀରେ ଆକ୍ରମଣ କରିବା ସହ ଅଳିଆ ଗଦାରେ ପୀଡିତାଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୂର୍ମୁଷ ଅବସ୍ଥାରେ ଡ୍ରେନରୁ ପୀଡିତାକୁ ସମ୍ପର୍କୀୟ ଲୋକେ ଉଦ୍ଧାର କରିବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଥାନା ନିକଟରେ ଏଭଳି ଘଟଣା ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Biratnagar (Nepal), Jul 21 (ANI): Locals have started returning to their houses as water recedes in Nepal's Biratnagar. Flood-hit areas are susceptible to outbreak of infectious diseases. Victims are dealing with dilapidated houses post flood. Incessant rainfall that triggered landslides and floods in early of this month has left at least 90 people dead with 29 still missing with search underway.
Last Updated : Jul 21, 2019, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.