ETV Bharat / state

ଆଠମଲ୍ଲିକରେ ହେବ ଇଣ୍ଡୋର ଷ୍ଟାଡିୟମ, ନବୀନଙ୍କୁ ଆଠମଲ୍ଲିକ ବାସୀଙ୍କ କୃତଜ୍ଞତା - athamallik built indoor stadium

ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ହେବ ଇଣ୍ଡୋର ଷ୍ଟାଡିୟମ । ଯେଉଁଥିପାଇଁ ଆଠମଲ୍ଲିକ ବାସୀ ନବୀନ ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଅଧିକ ପଢନ୍ତୁ...

ଆଠମଲ୍ଲିକରେ ହେବ ଇଣ୍ଡୋର ଷ୍ଟାଡିୟମ, ନବୀନଙ୍କୁ ଆଠମଲ୍ଲିକ ବାସୀଙ୍କ କୃତଜ୍ଞତା

author img

By

Published : Aug 13, 2021, 6:31 PM IST

ଅନୁଗୋଳ: ଆଠମଲ୍ଲିକରେ ଇଣ୍ଡୋର ଷ୍ଟାଡିୟମ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଆଠମଲ୍ଲିକ ବାସୀ। ସାରା ରାଜ୍ୟରେ ୮୯ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଠମଲ୍ଲିକରେ ମଧ୍ୟ ଗୋଟିଏ ଇଣ୍ଡୋର ଷ୍ଟାଡିୟମ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଠମଲ୍ଲିକରେ ହେବ ଇଣ୍ଡୋର ଷ୍ଟାଡିୟମ, ନବୀନଙ୍କୁ ଆଠମଲ୍ଲିକ ବାସୀଙ୍କ କୃତଜ୍ଞତା

ଆଠମଲ୍ଲିକରେ ଷ୍ଟାଡିୟମ ଘୋଷଣା କରିଥିବାରୁ ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏଙ୍କ ଉପସ୍ଥିତିରେ ସୁନାମଧନ୍ୟ ଖେଳାଳିଙ୍କ ଗହଣରେ ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା। ଆଠମଲ୍ଲିକ ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ଇଣ୍ଡୋର ଷ୍ଟାଡିୟମ ହେବା ପରେ ଆଠମଲ୍ଲିକ କ୍ରୀଡାର ଏକ ହବ ଭାବରେ ପରିଚୟ ସୃଷ୍ଟି କରିପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.