ETV Bharat / state

ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା: ଆଉ ଏକ ଗଳିତ ମୃତଦେହ ଉଦ୍ଧାର

ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା । ଉଦ୍ଧାର ହେଲା ଆଉ ଏକ ଗଳିତ ମୃତଦେହ । ମୃତଦେହଟି ରମେଶ ଦାସଙ୍କ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 5, 2019, 11:13 AM IST

ଅନୁଗୋଳ : ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା । ଉଦ୍ଧାର ହେଲା ଆଉ ଏକ ଗଳିତ ମୃତଦେହ । ମୃତଦେହଟି ରମେଶ ଦାସଙ୍କ ହୋଇଥିବା ସୂଚନା । ପୂର୍ବରୁ ରମେଶଙ୍କ ହାତଗୋଡର କିଛି ଅଂଶ ମିଳିଥିଲା ।

ଗତ ଜୁଲାଇ 22 ତାରିଖରେ ଖଣିରେ ମାଟି ଅତଡା ଖସି 4 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ 3ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ, ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଶିପୁର ଗାଁର ରମେଶ ଦାସଙ୍କ ଗୋଡ ଓ ଶରୀରର କିଛି ଅଂଶ ମିଳିଥିଲା । ଏହାସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆଜି(ସୋମବାର) ସକାଳେ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହଟି ରମେଶଙ୍କ ହୋଇଥିବା ବୋଲି ଅନୁମାନ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଇଲା ଖଣି ମାଟି ତଳୁ ଗଳିତ ମୃତ ଦେହାବଶେଷ ଉଦ୍ଧାର । ମୃତ ଦେହ ଟି ରମେଶ ଦାସ ର ସୂଚନା । ପୂର୍ବରୁ ରମେଶ ଙ୍କ ହାତ ଗୋଡ଼ ଓ କିଛି ଅଂଶ ମିଳିଥିଲାBody: ଅନୁଗୋଳ ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମୃତ ଶ୍ରମିକଙ୍କ ମଧ୍ୟରୁ ଆଜି ସକାଳେ ଆଉ ଏକ ମୃତ ଦେହ ମିଳିଛି। ଗତ ଜୁଲାଇ 22 ତାରିଖରେ ଖଣିରେ ମାଟି ଅତଡା ଖସି 4 ଶ୍ରମିକ8 ମୃତ୍ୟୁ ହୋଇଥିଲା। ପୂର୍ବରୁ 3ଟି ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ସିକୁରୀଟି ଗାର୍ଡ ଭାବେ କାମ କରୁଥିବା ଶିପୁର ଗାଁର ରମେଶ ଦାସଙ୍କ ଗୋଡ଼ ଓ ଶରୀରର କିଛି ଅଂଶ ମିଳିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳେ ଏକ ଗଳିତ ଶବ ଉଦ୍ଧାର କରାଯାଇଛି। ପଚି ସଢ଼ି ଯାଇଥିବାରୁ ଚିହ୍ନି ହେଉ ନାହିଁ। ମୃତ ଦେହଟି ରମେଶଙ୍କ ହୋଇଥିବ ବୋଲି ଅନୁମାନ କରାଯାଉଛି।Conclusion:ଏବେ ବି ଭରତ ପୁର କୋଇଲା ଖଣିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.