ETV Bharat / state

ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗରିଫ - ଡକାୟତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ହାତରେ 3 ଆନ୍ତଃଜିଲ୍ଲା ଡକାୟତ । ୩ ବାଇକ ସହ ୯ ଲାପଟପ ଜବତ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ଅନୁଗୋଳ
author img

By

Published : Aug 14, 2019, 6:25 AM IST

ଅନୁଗୋଳ: ଆକ୍ସନ ମୁଡ଼ରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ । ୩ ଆନ୍ତଃଜିଲ୍ଲା ଡକାୟତ ସହ ୩ଟି ଚୋରା ବାଇକ, ଏଚପି କମ୍ପାନୀର ୯ଟି ଲାପଟପ୍,୩ଟି କ୍ୟାନନ କମ୍ପାନୀର ପ୍ରିଣ୍ଟର, ୩ଟି ଗ୍ରାଇଣ୍ଡର ଓ ଗୋଟିଏ ପ୍ରେସର କୁକର ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ଗତ ମେ ମାସ ୨୯ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୧୨ ଟା ବେଳେ ଭୁବନେଶ୍ବରରୁ ରାଉରକେଲା ଯାଉଥିବା ଏକ କ୍ରାନ୍ତିଧାର ଏକ୍ସପ୍ରେସ କାର୍ଗୋ ସର୍ଭିସ ନାମକ କୋରିୟର ସଂସ୍ଥାର ପିକଅପ ଭ୍ୟାନ ସହ ସମସ୍ତ ଜିନିଷକୁ ୪ ଜଣ ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିଲେ ।

ଯାହାକୁ ନେଇ କାମାକ୍ଷାନଗର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କର ଆଉ ଜଣେ ସହଯୋଗୀ ଫେରାର ଥିବା ଜଣାପଡିଛି । ଏହି ଡକାୟତଙ୍କ ନାମରେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:୩ ଆନ୍ତଃ ଜିଲ୍ଲା ଡକାୟତ ସହ ୩ଟି ଚୋରା ବାଇକ ,ଏଚପି କମ୍ପାନୀର ୯ ଟି ଲାପଟପ୍ ଜବଦ କଲା ପୋଲିସ ।Body:ଆକ୍ସନ ମୁଡ଼ରେ ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ । ୩ ଆନ୍ତଃ ଜିଲ୍ଲା ଡକାୟତ ସହ ୩ଟି ଚୋରା ବାଇକ ,ଏଚପି କମ୍ପାନୀର ୯ ଟି ଲାପଟପ୍ ,୩ଟି କ୍ୟାନନ କମ୍ପାନୀର ପ୍ରିଣ୍ଟର ,୩ଟି ଗ୍ରାଇଣ୍ଡର ଓ ଗୋଟିଏ ପ୍ରେସର କୁକର ଜବତ କରିଛି ପୋଲିସ । ଗତ ମେ ମାସ ୨୯ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୧୨ ଟା ବେଳେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ କ୍ରାନ୍ତୀଧାର ଏକ୍ସପ୍ରେସ କାର୍ଗୋ ସର୍ଭିସ ନାମକ କୋରିୟର ସଂସ୍ଥାର ପିକ ଅପ ଭ୍ୟାନ ସହ ସମସ୍ତ ଜିନିଷକୁ ୪ ଜଣ ଦୁର୍ବୁତ୍ତ ଚୋରି କରି ନେଇ ଯାଇଥିଲେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ବିଭିନ୍ନ ସ୍ଥାନରେ ରେଡ଼ କରି ୩ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଡକାୟତ ଫେରାର ଥିବା ଜଣାପଡିଛି ।
ବାଇଟ୍ ୧-ସୁପ୍ରସନ୍ନ ମଲ୍ଲିକ ,ଏସଡ଼ିପିଓ ,କାମାକ୍ଷାନଗରConclusion:ଏହି ଡକାୟତ ମାନେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲାରେ ଲିପ୍ତ ଥିବା ଜଣା ପଡ଼ିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.