ETV Bharat / state

ଡକାୟତି ଯୋଜନା ପଣ୍ଡ କଲା ପୋଲିସ, 4 ଗିରଫ

ଅନୁଗୋଳରେ ପୋଲିସକୁ ବଡ଼ ସଫଳତା । ପୋଲିସ ପାଟ୍ରୋଲିଂ ବେଳେ ଧରାପଡିଲେ 4 ଦୁର୍ବୃତ୍ତ । ଡକାୟତି କରିବା ନେଇ ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରା ପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 26, 2019, 10:59 PM IST

ଅନୁଗୋଳ: ଡକାୟତି ପୂର୍ବରୁ ଡକାୟତଙ୍କୁ କାବୁ କରିଛି ଅନୁଗୋଳ ପୋଲିସ । ଅନୁଗୋଳ ସହରର ହାଟ ଛକ ପାଖରୁ ଏକ ଡକାୟତି ଉଦ୍ୟମକୁ ପୋଲିସ ପଣ୍ଡ କରିଛି । ପାଟ୍ରୋଲିଂ କରୁଥିବା ବେଳେ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ପୋଲିସକୁ ଜଣେ ଚକମା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏନେଇ ଏକ ମାମଲା ରୁଜୁ କରି ପୋଲିସ ଜରାସିଂହାର ସାଗର ସାହୁ ଅଙ୍ଗାରବନ୍ଧର ସୁବ୍ରତ କଟାର, ବିହାର ଢାକମୋରେ ଅଞ୍ଚଳର ଅଜିତ ଶର୍ମା ଓ ଲସ୍‌କରି ଅଞ୍ଚଳର ଅରୁଣ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୧୨ଟି ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ଗୋଟିଏ ଛୁରି ଓ ସୁନା ଜବତ ହୋଇଛି । ଏମାନେ ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ଥାନାରେ ଅପରାଧିକ ମାମଲା ଥିବା ପୋଲିସ କହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଡକାୟତି ପୂର୍ବରୁ ଡକାୟତ ଙ୍କୁ କାବୁ କରିଛି ଅନୁଗୋଳ ପୋଲିସ । ଅନୁଗୋଳ ସହର ର ହାଟ ଛକ ପାଖରୁ ଏକ ଡକାୟତି ଉଦ୍ୟମକୁ ପୋଲିସ ପଣ୍ଡ କରିଛି। Body:ପାଟ୍ରୋଲିଂ କରୁଥିବା ପୋଲିସ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛି। ଏନେଇ ଏକ ମାମଲା ରୁଜୁ କରି ପୋଲିସ ଜରାସିଂହାର ସାଗର ସାହୁ ଅଙ୍ଗାରବନ୍ଧର ସୁବ୍ରତ କଟାର, ବିହାର ଢାକମୋରେ ଅଞ୍ଚଳର ଅଜିତ ଶର୍ମା ଓ ଲସ୍‌କରି ଅଞ୍ଚଳର ଅରୁଣ ମଣ୍ଡଳଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୧୨ଟି ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ଗୋଟିଏ ଛୁରି ଓ ସୁନା ଜବତ ହୋଇଛି ।ଏମାନେ ଏକ ବଡ ଧରଣ ର ଡକାୟତି ପାଇଁ ଯୋଜନା ରେ ଥିବା ପୋଲିସ ସୂଚନା ଦେଇଛି ।Conclusion:ଏମାନଙ୍କ ବିରୁଦ୍ଧରେ ପୂର୍ବରୁ ପୋଲିସ ରେ ମାମଲା ଥିବା କୁହାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.