ETV Bharat / sports

ଏସିଆ ରଗବି ସେଭେନ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷିତ

ଜାକର୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବି ସେଭେନ ଟ୍ରଫି ପାଇଁ ଭାରତୀୟ ଦଳ ପୁରୁଷ ଓ ମହିଳା ରଗବୀ ଦଳର ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 5, 2019, 11:31 PM IST

ଭୁବନେଶ୍ବର: ଆଗାମୀ 10 ଓ 11 ତାରିଖରେ ଜାକର୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ସେଭେନ ଟ୍ରଫି ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଦଳ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ପୁରୁଷ ଦଳର 12 ଜଣିଆ ସଦସ୍ୟ ହରିୟାଣାର ବିକାଶ ଖେତ୍ରୀଙ୍କ ଅଧିନାୟୀକତ୍ୱରେ ପଡିଆକୁ ଓହ୍ଲାଇବେ । ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି, ନିରଜ ଖେତ୍ରୀ, ଦୀପକ ପୁଣିଆ, ପ୍ରିନ୍ସ ଖେତ୍ରୀ, ମୋହିତ ଖେତ୍ରୀ, ଅଜୟ ଦେଶୱାଲ, ସୁରିନ୍ଦର ସିଂ, ଜୋସନ ଗଜୁଲା, ପୁଲସାମୀ ଉଥୟ ଶଙ୍କର, ସୁକୁମାର ହେମ୍ବ୍ରମ, ରାଜଦିପ ସାହା, ଜାକିର ହୁସେନ ।

ସେହିପରି ମହାରାଷ୍ଟ୍ରର ଭାବିଜ ବାରୁଜାଙ୍କ ନେତୃତ୍ୱରେ 12 ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଯେଉଁଥିରେ ଓଡ଼ିଶାର 4 ଜଣ ସଦସ୍ୟ ସୁମିତ୍ରା ନାୟକ, ହୁପି ମାଝୀ, ସୁଭଲକ୍ଷ୍ମୀ ବାରିକ ଓ ମିରାରଣୀ ହେମ୍ବ୍ରମ ସାମିଲ ଅଛନ୍ତି । ସେହିପରି ଦଳରେ ସାମିଲ ଥିବା ଅନ୍ୟ ସଦସ୍ୟମାନେ ହେଲେ ସ୍ବେତା ସାହି ଓ ସ୍ବିଟି କୁମାରୀ (ଉଭୟ ବିହାର), ଶୀତଲଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ(ସମସ୍ତେ ଦିଲ୍ଲୀ) ଓ ପଶ୍ଚିମବଙ୍ଗର ସନ୍ଧ୍ୟା ରାୟ ସାମିଲ ଅଛନ୍ତି ।

ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ବିଶାଳ ଦେବ, ପୂର୍ବତନ ରଗବି ଖେଳାଳି ତଥା ବଲିଉଡ ଅଭିନେତା ରାହୁଲ ବୋଷ ଓ ଓଡିଶା ରଗବି ଫୁଟବଲ ସଙ୍ଘର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏସିଆ ରଗବି ସେଭେନ ଟ୍ରଫି ପାଇଁ ଭାରତୀୟ ଦଳର ଘୋଷଣା କରାଗଲା।ଆସନ୍ତା ଅଗଷ୍ଟ 10 ଓ 11 ତାରିଖରେ ୱିଣ୍ଡୋ7ର ଜାକର୍ତା ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳ ଭାଗନେବ।

Body:ଉଭୟ ବିଭାଗରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଥିବା ଭାରତୀୟ ଦଳ ର ଘୋଷଣା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।ପୁରୁଷ ଦଳ ର 12 ଜଣିଆ ସଦସ୍ୟ ହରିୟାଣାର ବିକାଶ ଖତ୍ରୀଙ୍କ ଅଧିନାୟୀକତ୍ୱରେ ଘୋଷଣା ହୋଇଛି।ଯେଉଁଥିରେ ଅନ୍ୟ ଖେଳାଳିମାନେ ହେଲେ ନିରଜ ଖତ୍ରୀ,ଦୀପକ ପୁଣିଆ6,ପ୍ରିନ୍ସ ଖତ୍ରୀ,ମୋହିତ ଖତ୍ରୀ,ଅଜୟ ଦେଶୱାଲ(ସମସ୍ତ ହରିୟାଣାର)ସୁରିନ୍ଦର ସିଂ,ଜୋସନ ଗଜୁଲା,ପୁଲସାମୀ ଉଥୟ ଶଙ୍କର(ଉଭୟ ସର୍ଭିସେସ),ସୁକୁମାର ହେମ୍ବ୍ରମ,ରାଜଦିପ ସାହା(ସମସ୍ତ ପ.ବଙ୍ଗ) ଓ ଦିଲ୍ଲୀର ଜାକିର ହୁସେନ ସାମିଲ ଅଛନ୍ତି।
ସେହିପରି ମହାରାଷ୍ଟ୍ର ର ଭାବିଜ ବାରୁଜାଙ୍କ ନେତୃତ୍ୱରେ 12 ଜଣ ବିଶିଷ୍ଟ ଭାରତୀୟ ଦଳ ଘୋଷଣା ହୋଇଛି।ଯେଉଁଥିରେ ଓଡ଼ିଶାର 4 ଜଣ ସଦସ୍ୟ ସୁମିତ୍ରା ନାୟକ,ହୁପି ମାଝୀ,ସୁଭଲକ୍ଷ୍ମୀ ବାରିକ ଓ ମିରାରଣୀ ହେମ୍ବ୍ରମ ସାମିଲ ଅଛନ୍ତି।ଯେଉଁମାନେ କି କୀଟ ଓ କିସର ଛାତ୍ରୀ ଅଟନ୍ତି।ସେହିପରି ଦଳରେ ସାମିଲ ଥିବା ଅନ୍ୟ ସଦସ୍ୟମାନେ ହେଲେ ଶ୍ୱେତା ସାହି ଓ ସ୍ୱିଟି କୁମାରୀ(ଉଭୟ ବିହାର),ଶୀତଲଶର୍ମା,ନେହା,ପ୍ରିୟା ବଂଶଲ,ଶିଖା ଯାଦବ(ସମସ୍ତେ ଦିଲ୍ଲୀ) ଓ ପ.ବଙ୍ଗର ସନ୍ଧ୍ୟା ରାୟ ସାମିଲ ଅଛନ୍ତି।

Conclusion:ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା,କ୍ରୀଡା ସଚିବ ବିଶାଳ ଦେବ,ପୂର୍ବତନ ରଗବି ଖେଳାଳି ତଥା ବଲିଉଡ ଅଭିନେତା ରାହୁଲ ବୋଷ,କିଟ କ୍ରୀଡା ବିଭାଗ ନିର୍ଦେଶକ ଗଗନେନ୍ଦୁ ଦାସ ଓ ଓଡିଶା ରଗବି ଫୁଟବଲ ସଙ୍ଘ ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ କି ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଉଭୟ ମହିଳା ଓ ପୁରୁଷ ବିଭାଗର 15 ଦିନିଆ ଜାତୀୟ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।ଯେଉଁଠି ରାଜ୍ୟ କ୍ରୀଡା ବିଭାଗ ଓ କିଟ ଏବଂ କିସ ପକ୍ଷରୁ ଅଭ୍ୟାସ ପାଇଁ କ୍ରୀଡ଼ାବିତଙ୍କୁ ସମସ୍ତପ୍ରକାର ସୁବିଧା ପ୍ରଦାନ କରାଯାଇଥିଲା।
ବାଇଟ-ମହିଳା ଦଳ ଅଧିନାୟିକା-vahbiz bharucha
ବାଇଟ-ପୁରୁଷ ଦଳ ଅଧିନାୟକ- vikahs khatri
ବାଇଟ-ଓଡ଼ିଆ ଖେଳାଳି-ସୁଭଲକ୍ଷ୍ମୀ ବାରିକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.