ETV Bharat / sports

ବକ୍ସର ଲଭଲିନାଙ୍କ ସୁପର ଶୋ, ସ୍ବର୍ଣ୍ଣ ହାତେଇବାକୁ ବିନ୍ଦ୍ରାଙ୍କ ଶୁଭେଚ୍ଛା

author img

By

Published : Jul 30, 2021, 2:15 PM IST

ଟୋକିଓ ଅଲମ୍ପିକ୍‌ ବକ୍ସିଂ ସେମିଫାଇନାଲର ପ୍ରବେଶ କରିବା ପରେ ଲଭଲିନାଙ୍କୁ ସାରାଦେଶରୁ ଶୁଭେଚ୍ଛା । ଅଧିକ ପଢନ୍ତୁ..

Tokyo Olympics: Super show by Lovlina, go for gold, says Bindra
ବକ୍ସର ଲଭଲିନାଙ୍କ ସୁପର ଶୋ, ସ୍ବର୍ଣ୍ଣ ହାତେଇବାକୁ ବିନ୍ଦ୍ରାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଅଲମ୍ପିକ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା ଶୁକ୍ରବାର ବକ୍ସର ଲଭଲିନା ବୋର୍ଗହେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍‌ର ମହିଳା ବକ୍ସିଂ ୱେଲ୍‌ଟରୱେଟ୍‌(୬୪-୬୯ କିଲୋଗ୍ରାମ) ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲଭଲିନା । ଫଳରେ ଭାରତ ପାଇଁ ଅତିକମ୍‌ରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି ।

  • Lovlina has entered the Semi Finals !

    Well done @LovlinaBorgohai, what an amazing news for India to wake up to today!

    We’ve been glued to the tv screen watching you in action! https://t.co/s1Tk1BGxV7

    — Anurag Thakur (@ianuragthakur) July 30, 2021 " class="align-text-top noRightClick twitterSection" data=" ">

"ସୁପର ଶୋ, ଆଉ ମାତ୍ର ଦୁଇଟି ବିଜୟ, ସ୍ବର୍ଣ୍ଣ ବିଜୟିନୀ ହୁଅ" ଲଭଲିନାଙ୍କ ଉଦ୍ଦେଶ୍ୟରେ ଏହା ଟ୍ବିଟ କରିଛନ୍ତି ବିନ୍ଦ୍ରା । ଅର୍ଜୁନ ଆୱାର୍ଡ ବିଜେତା ବକ୍ସର ଅଖିଲ କୁମାର ମଧ୍ୟ ଟ୍ବିଟ ମାଧ୍ୟମରେ ଦେଶକୁ ଗର୍ବିତ କରିଥିବା ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବୋର୍ଗହେନ ନିଏନ-ଚିନଙ୍କୁ ୪-୧ରେ ହରାଇଛନ୍ତି । ପ୍ରଥମ ରାଉଣ୍ଡରେ ୫ ବିଚାରକଙ୍କ ନିଷ୍ପତ୍ତି ଲଭଲିନାଙ୍କ ସପକ୍ଷରେ ସମାନ ଯାଇନଥିଲା । ମାତ୍ର ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଆସାମ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଉପରେ ମୋହର ମାରିଥିଲେ ସମସ୍ତ ବିଚାରକ । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ବିଟ ଯୋଗେଁ ଲଭଲିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.