ETV Bharat / sports

Tokyo Olympics: ରୋଇଂ-ଯୋଗ୍ୟତା ପର୍ଯ୍ୟାୟରୁ ଅର୍ଜୁନ ଓ ଅରବିନ୍ଦ ବାଦ୍‌

ସି ଫରେଷ୍ଟ ୱାଟରୱେ ଲାଇଟୱେଟ ପୁରୁଷ ଯୁଗଳ ସ୍କଲ୍‌ସରେ ଫେଲ୍‌ ମାରିଛନ୍ତି ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂହ । ଅଧିକ ପଢନ୍ତୁ...

Tokyo Olympics: Indian Rower duo of Arjun and Arvind fail to qualify for SF in lightweight Men's Double Sculls
Tokyo Olympics: ରୋଇଂ- ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌ ଅର୍ଜୁନ, ଅରବିନ୍ଦ
author img

By

Published : Jul 24, 2021, 9:54 AM IST

ଟୋକିଓ(ଜାପାନ): ଟୋକିଓ ଅଲମ୍ପିକର ଦ୍ବିତୀୟ ଦିନରେ ରୋଇଂ ଇଭେଣ୍ଟରେ ଭାରତକୁ ବଡ ଝଟକା । ଶନିବାର ଖେଳାଯାଇଥିବା ସି ଫରେଷ୍ଟ ୱାଟରୱେ ଲାଇଟୱେଟ ପୁରୁଷ ଯୁଗଳ ସ୍କଲ୍‌ସରେ ଫେଲ୍‌ ମାରିଛନ୍ତି ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂହ । ଏଥିସହ ସେମିଫାଇନାଲ A/Bରାଉଣ୍ଡକୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଛନ୍ତି ଦୁଇ ଭାରତୀୟ ଖେଳାଳି ।

ଦୁଇ ଭାରତୀୟ ଖେଳାଳିଙ୍କ ମହିତ ଅନ୍ୟ 3ଟି ଟିମ 6:40.33 ସମୟରେ ପ୍ରତିଯୋଗିତା ଶେଷ କରିଥିଲେ । ଅର୍ଜୁନ ବୋଓର ଥିଲେ ଓ ଅରବିନ୍ଦଙ୍କ ଉପରେ ଷ୍ଟୋକିଂର ଦାୟିତ୍ବ ଥିଲା । 1500 ମିଟର ପର୍ଯ୍ୟନ୍ତ ଦୁଇ ଭାରତୀୟ ଯୋଡି ଶେଷରେ ରହିଥିଲେ, ମାତ୍ର ଶେଷ ଭାଗରେ କିଛି ଲଢୁଆ ପ୍ରଦର୍ଶନ ସହ ଉରୁଗାନ ଚ୍ୟାଲେଞ୍ଜକୁ ପାର୍‌ କରି ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

6:23.74 ସମୟରେ ପହଞ୍ଚି ଆୟରଲାଣ୍ଡ ହିଟ୍‌ସରେ ପ୍ରଥମ ସ୍ଥାନରେ ରହିଥିବାବେଳେ, ରିପ୍ଳବିକକୁ 6:28.10 ସମୟ ଲାଗିଥିଲା ଓ ଦ୍ବିତୀୟ ହୋଇଥିଲା । ଉଭୟ ଟିମ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ପୂର୍ବରୁ ମିଲେନା ଭେନେଗା କାନସିଓ(CUB) ଓ ହଂ ୱିନେ ୟାନ ୱିଙ୍ଗ୍‌(HKG) ପ୍ରଥମ ଦୁଇ ମହିଳା ପ୍ରତିଯୋଗୀ ଭାବେ ମହିଳା ଏକକ ସ୍କଲ୍‌ସରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.