ETV Bharat / sports

Tokyo Olympics, Day 7: ଆର୍ଜେଣ୍ଟିନାକୁ 3-1 ଗୋଲରେ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍ସ 2020ରେ ଭାରତୀୟ ପୁରୁଷ ହକିଦଳର ଦମଦାର୍ ବିଜୟ । ଆର୍ଜେଣ୍ଟିନାକୁ 3-1 ଗୋଲରେ ପରାସ୍ତ କଲା ଭାରତ । ଅଧିକ ପଢନ୍ତୁ...

Tokyo Olympics, Day 7: ଆର୍ଜେଣ୍ଟିନାକୁ 3-1 ଗୋଲରେ ପରାସ୍ତ କଲା ଭାରତ

author img

By

Published : Jul 29, 2021, 8:46 AM IST

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳର ବିଜୟ ଧାରା ଜାରି । ଗୁରୁବାର ଆୟୋଜିତ OI ହକି ଷ୍ଟାଡିୟମରେ ଆର୍ଜେଣ୍ଟିନାକୁ 3-1 ରେ ପରାସ୍ତ କରି ସିଧା କ୍ବାଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଦଳ ।

ବିଶେଷକରି ମ୍ୟାଚର ପ୍ରଥମ ଦୁଇ କ୍ୱାର୍ଟରର(ହାଲ୍ଫ ଟାଇମ)ରେ ଏକ ଚମତ୍କାର ଦେଖିବାକୁ ମିଳିଥିଲା । ଅଧିନାୟକ ହରମନପ୍ରୀତ ସିଂ ମ୍ୟାଚର 23 ମିନିଟ ସୁଦ୍ଧା ଗୋଲରୁ ବଞ୍ଚିତ ହୋଇଥିଲେ । ଖେଳର ହାଲ୍ଫ ଟାଇମ୍ ସୁଦ୍ଧା ଉଭୟ ଦେଶ କୌଣସି ଗୋଲ୍ କରିପାରିନଥିଲା ।

ଶେଷ 43 ମିନିଟ୍ ବେଳକୁ ବରୁଣଙ୍କ ଡ୍ରାଗ୍ ଫ୍ଲିକ୍ ଡିଫେଣ୍ଡିଂ ଚମ୍ପିଆନ ଆର୍ଜେଣ୍ଟିନାକୁ ଗୋଟିଏ ଗୋଲ୍ ଦେଇଥିଲା । ପରବର୍ତ୍ତୀ 48 ମିନିଟରେ ଆର୍ଜେଣ୍ଟିନାର କାସେଲା ସ୍କୁଥ ଆଉ ଏକ ଗୋଲ୍ ଦେଇ ସ୍କୋରକାର୍ଡ ୧-୧ ରେ ବରାବର କରିଥିଲେ ।

ପରେ ବିବେକ ପ୍ରସାଦ ଆର୍ଜେଣ୍ଟିନାକୁ ଗୋଟିଏ ଗୋଲ୍ ଦେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଧିନାୟକ ହରମନପ୍ରୀତ ଆଉ ଏକ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ 3-1ରେ ପରାସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.