ETV Bharat / sports

Tokyo Olympics: ଅଗଷ୍ଟ ୩ ପାଇଁ ଭାରତର କାର୍ଯ୍ୟସୂଚୀ, ପୁରୁଷ ହକି ଟିମ ଉପରେ ରହିବ ନଜର - Athletes

ଜାଣନ୍ତୁ ଅଗଷ୍ଟ ୩ ତାରିଖରେ Tokyo Olympics ରେ କଣ ରହିଛି ଭାରତର ଇଭେଣ୍ଟ । ଅଧିକ ପଢ଼ନ୍ତୁ...

Tokyo Olympics Day 12 India schedule: Events, Times, Fixtures, Athletes
Tokyo Olympics: ଅଗଷ୍ଟ ୩ ପାଇଁ ଭାରତର କାର୍ଯ୍ୟସୂଚୀ, ପୁରୁଷ ହକି ଟିମ ଉପରେ ରହିବ ନଜର
author img

By

Published : Aug 2, 2021, 10:16 PM IST

ଟୋକିଓ: ମଙ୍ଗଳବାର Tokyo Olympics ରେ ସାରା ଭାରତ ବର୍ଷର ନଜର ରହିବ ଭାରତୀୟ ପୁରୁଷ ହକି ଟିମ୍‌ ଉପରେ । ଅନେକ ବର୍ଷ ଧରି ହକିରେ ପଡ଼ିଥିବା ପଦକ ମରୁଡ଼ିକୁ ଅନ୍ତ କରିବାର ସୁଯୋଗ ରହିଛି ଭାରତୀୟ ହକି ଟିମ୍‌ ପାଖରେ ।

ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଦଳ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଫର୍ମରେ ରହି 1972 ପରେ ପ୍ରଥମ ଥର ପାଇଁ ଅଲମ୍ପିକର ସେମିଫାଇନାଲରେ ପ୍ରବେଶ କରିଛି ।

ହକି ଛଡ଼ା ଦୁଇ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ । ଅନ୍ନୁ ରାନୀ ମହିଳା ଜାଭେଲିନ୍ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବାକୁ ଥିବାବେଳେ ତଜିନ୍ଦରପାଲ ସିଂ ତୁର୍ ପୁରୁଷ ସଟ୍ ପୁଟ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ।

ଆଥଲେଟିକ୍ସ

ଜାଭେଲିନ୍ ଥ୍ରୋ (ମହିଳା ଯୋଗ୍ୟତା ପର୍ଯ୍ୟାୟ): ଗ୍ରୁପ୍-ଏ - ଅନ୍ନୁ ରାନୀ

ଭାରତୀୟ ସମୟ ସକାଳ ୫.30 ରୁ ହେବ ଆରମ୍ଭ ।

ସଟ୍ ପୁଟ୍‌ (ପୁରୁଷ ଯୋଗ୍ୟତା ପର୍ଯ୍ୟାୟ): ତଜିନ୍ଦରପାଲ ସିଂ ତୁର୍

ଭାରତୀୟ ସମୟ ଅପରାହ୍ଣ ୩.୪୫ ରୁ ଆରମ୍ଭ ।

ହକି

ପୁରୁଷ ସେମିଫାଇନାଲ: ଭାରତ ବନାମ ବେଲଜିୟମ

ଭାରତୀୟ ସମୟ ସକାଳ ୭ଟାରୁ ହେବ ଆରମ୍ଭ ।

କୁସ୍ତି

ମହିଳା ଫ୍ରିଷ୍ଟାଇଲ୍ (62 କିଗ୍ରା, ରାଉଣ୍ଡ ଅଫ୍‌ ୧୬): ସୋନମ ମଲିକ ବନାମ ବୋଲରତୁୟା ଖୁରେଲଖୁ ।

ମହିଳା ଫ୍ରିଷ୍ଟାଇଲ୍ (62 କିଗ୍ରା, କ୍ବାର୍ଟର ଫାଇନାଲ): ଯଦି ସୋନମ ମଲିକ ଯୋଗ୍ୟତା ଅର୍ଜନ କରନ୍ତି ।

ମହିଳା ଫ୍ରିଷ୍ଟାଇଲ୍ (62 କିଗ୍ରା, ସେମିଫାଇନାଲ): ଯଦି ସୋନମ ମଲିକ ଯୋଗ୍ୟତା ଅର୍ଜନ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.