ETV Bharat / sports

କାତାର ଓପନ: ନୂଆବର୍ଷର ପ୍ରଥମ ଟାଇଟଲ ହାତେଇଲେ ବୋପନ୍ନା ଯୋଡି

କାତାର ଓପନର ଟାଇଟଲ ହାତେଇଲେ ରୋହନ ବୋପନ୍ନା-ଓ୍ବେସଲି କୁଲହୋପଙ୍କ ଯୋଡି। ଭାରତର ଷ୍ଟାର ଟେନିସ ଖେଳାଳିଙ୍କ ଏହି ବର୍ଷର ଏହା ପ୍ରଥମ ଟାଇଟଲ।

author img

By

Published : Jan 11, 2020, 7:43 PM IST

tennis
tennis

ଦୋହା: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା-ଓ୍ବେସଲି କୁଲହୋପଙ୍କ ଯୋଡି ଚଳିତ ବର୍ଷର ପ୍ରଥମ ଟାଇଟଲ ହାତେଇବାରେ ସକ୍ଷମ ହୋଇଛନ୍ତି। ସାନଦାର୍‌ ପ୍ରଦର୍ଶନ ଜାରୀ ରଖି ଇଣ୍ଡୋ-ଡଚ୍‌ ଯୋଡି କାତାର ଓପନର ଟାଇଟଲ ଜିଣିଛନ୍ତି।

ବୋପନ୍ନା-କୁଲହୋପ୍‌ ଫାଇନାଲରେ ବ୍ରିଟେନର ବ୍ୟାମବ୍ରିଜ-ମେକ୍ସିକୋର ଗୋଞ୍ଜାଲେଜଙ୍କୁ 3-6,6-2,10-6 ସେଟ୍‌ରେ ପରାସ୍ତ କରି ବର୍ଷର ପ୍ରଥମ ଟାଇଟଲ ହାତେଇଛନ୍ତି। ଟାଇଟଲ ଜିତି ବୋପନ୍ନା ଯୋଡିଙ୍କୁ 250 ଏଟିପି ଅଙ୍କ ମିଳିଛି ଓ 76,870 ଆମେରିକୀୟ ଡଲାରର ପୁରସ୍କାର ରାଶି ମଧ୍ୟ ମିଳିଛି। ଭାରତର ଷ୍ଟାର ଟେନିସ ଖେଳାଳି ବୋପନ୍ନାଙ୍କ କାନ୍ଧରେ ଆଘାତ କାରଣରୁ ସେ ଡେଭିସ କପରୁ ଓହରି ଯାଇଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.