ETV Bharat / sports

ଜିତିଲା ଭାରତ, ପାକିସ୍ତାନରେ ହେବନି ଡେଭିସ କପ - ଇଣ୍ଟରନେସନାଲ ଟେନିସ ଫେଡେରେସନ

ଭାରତୀୟ ଟେନିସ ଆସୋସିଏସନର ବିଜୟ ହୋଇଛି । ସୁରକ୍ଷା କାରଣ ଦର୍ଶାଇ ଅଲ ଇଣ୍ଡିଆ ଟେନିସ ଆସୋସିଏସନ(AITA) ପାକିସ୍ତାନରେ ଡେଭିସ କପ ମ୍ୟାଚ ନ ଖେଳିବା ନେଇ ଇଣ୍ଟରନ୍ୟାସନାଲ ଟେନିସ ଫେଡେରେସନ(ITF)କୁ ଅନୁରୋଧ କରିଥିଲା ।

ଡେଭିସ କପ
author img

By

Published : Nov 5, 2019, 10:23 AM IST

ନୂଆଦିଲ୍ଲୀ: ଶେଷରେ ଭାରତୀୟ ଟେନିସ ଆସୋସିଏସନର ବିଜୟ ହୋଇଛି । ପାକିସ୍ତାନରେ ହେବନି ଡେଭିସ କପ । ସୁରକ୍ଷା କାରଣ ଦର୍ଶାଇ ଭାରତୀ ଟେନିସ ଆସୋସିଏସନ(AITA) ଇଣ୍ଟରନ୍ୟାସନାଲ ଟେନିସ ଫେଡେରେସନ(ITA) ନିକଟରେ ପାକିସ୍ତାନରେ ମ୍ୟାଚ ଖେଳିବା ନେଇ ଆପତ୍ତି ଉଠାଇଥିଲା ।

ITF
ଇଣ୍ଟରନେସନାଲ ଟେନିସ ଫେଡେରେସନ

ଏହି ଅନୁରୋଧକୁ ସ୍ବୀକାର କରିଛି ଇଣ୍ଟରନ୍ୟାସନାଲ ଟେନିସ ଫେଡେରେସନ । ନଭେମ୍ବର 29-30ରେ ହେବାକୁ ଭାରତ-ପାକିସ୍ତାନ ମ୍ୟାଚ ଅନ୍ୟତ୍ର ସ୍ଥାନାନ୍ତର ହେବାନେଇ ITF ପକ୍ଷରୁ ଘୋଷଣା କରାଯାଇଛି । ଏହି ମ୍ୟାଚ ସମାନ ତାରିଖରେ ହେବ ମାତ୍ର ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ନେଇ ITF ସ୍ପଷ୍ଟ କରିଛି । ଏଥିସହିତ ଖେଳାଳିଙ୍କ ସୁରକ୍ଷା ସର୍ବୋପରି ବୋଲି ଡେଭିସ କପ କମିଟି ପକ୍ଷରୁ କୁହାଯାଇଛି । ତେବେ ନିୟମ ଅନୁଯାୟୀ ପାକିସ୍ତାନ ଟେନିସ ଫେଡେରେସନ PTF ନୂଆ ଭେନ୍ୟୁ ସ୍ଥିର କରିପାରିବ ।

AITA
ଅଲ ଇଣ୍ଡିଆ ଟେନିସ ଆସୋସିଏସନ

ନଭେମ୍ବର 29-30 ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ ଏସିଆ/ ଓସିଏନିଆ ଗ୍ରୁପ ଆଇ ମ୍ୟାଚ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଥିଲା । ପୂର୍ବରୁ ଏହି ମ୍ୟାଚ ସେପ୍ଟେମ୍ବରରେ ରହିଥିଲା । ମାତ୍ର ଧାରା 370 ଉଚ୍ଛେଦ ପରେ 2ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁଁ ଏହାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.