ETV Bharat / sports

ଫ୍ରେଞ୍ଚ ଓପନ ଦ୍ବିତୀୟ ରାଉଣ୍ଡରେ ରୋଜର ଫେଡେରର

author img

By

Published : Jun 1, 2021, 7:34 AM IST

ଚଳିତ ଫ୍ରେଞ୍ଚ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ସ୍ବିସ ଟେନିସ ଷ୍ଟାର ରୋଜର ଫେଡେରର । ଅଧିକ ପଢନ୍ତୁ...

French Open: Federer sails into second round
ଫ୍ରେଞ୍ଚ ଓପନ ଦ୍ବିତୀୟ ରାଉଣ୍ଡରେ ରୋଜର ଫେଡେରର

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ସ୍ବିସ ଟେନିସ ଷ୍ଟାର ରୋଜର ଫେଡେରର । ସୋମବାର ପ୍ରଥମ ରାଉଣ୍ଡ ମ୍ୟାଚରେ ଉଜବେକିସ୍ତାନର ଡେନିସ ଇଷ୍ଟୋମିନଙ୍କୁ 6-2,6-4,6-3 ସେଟ୍‌ରେ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ।

39 ବର୍ଷୀୟ ଫେଡେରେର ପ୍ରଭାବୀ ପ୍ରଦର୍ଶନ କରିବା ସହ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ଖେଳିବା ସହ 6-2ରେ ସହଜ ବିଜୟ ହାସଲ କରିଥିଲେ ।

ପୂର୍ବରୁ ଡୋମିନିଖ ଥିମ ପ୍ରଥମ ରାଉଣ୍ଡରେ ପାବଲୋ ଅନ୍ଦୁଜରଙ୍କୁ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଏହା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ବିପର୍ଯ୍ୟୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.