ETV Bharat / sports

ଡେଭିସ କପ: ଭାରତ-ପାକିସ୍ତାନ ଟକ୍କର, ରୋହିତ ରାଜପାଲ କ୍ୟାପଟେନ - AITA reconfirms Rohit Rajpal

ଅଲଇଣ୍ଡିଆ ଟେନିସ ଆସୋସିଏସନ ପାକିସ୍ତାନ ବିପକ୍ଷ ଡେଭିସ କପ ମ୍ୟାଚରେ ଭାରତର ନେତୃତ୍ବ ରୋହିତ ରାଜପାଲ ନେବେ ବୋଲି ସ୍ପଷ୍ଟ କରିଛି ।

ଡିଜାଇନ ଫଟୋ
author img

By

Published : Nov 7, 2019, 9:42 AM IST

କୋଲକାତା: ପାକିସ୍ତାନ ବିପକ୍ଷ ଡେଭିସ କପ ମ୍ୟାଚରେ ଭାରତର ନେତୃତ୍ବ ନେବେ ରୋହିତ ରାଜପାଲ । ଏନେଇ ଅଲଇଣ୍ଡିଆ ଟେନିସ ଆସୋସିଏସନ ସ୍ପଷ୍ଟ ହୋଇଛି । ପୂର୍ବରୁ କ୍ୟାପଟେନ ଦାୟିତ୍ବରେ ଥିବା ମହେଶ ଭୁପତିଙ୍କ ସ୍ଥାନ ନେଇଛନ୍ତି ରୋହିତ ।

Davis Cup Rohit Rajpal skipper
ରୋହିତ ରାଜପାଲ

ଇଟାଲୀ ବିପକ୍ଷରେ ମହେଶ ଭୂପତି ଭାରତର କ୍ୟାପଟେନ ଥିଲେ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭୂପତି ନିଜଆଡୁ ଓହରିଯିବାପରେ, ତାଙ୍କ ସ୍ଥାନରେ ନୂଆ କ୍ୟାପଟେନ ଚୟନ କରାଯାଇଥିବା AITA ସମ୍ପାଦକ କହିଛନ୍ତି । ନଭେମ୍ବର 9-10ରେ ଭାରତୀୟ ଦଳ ଘୋଷଣା ହେବ । ଅନ୍ତଜାର୍ତୀୟ ଟେନିସ ଫେଡେରେସନ(ITF) ଭାରତ-ପାକିସ୍ତାନ ମ୍ୟାଚ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜନ ହେବା ନେଇ ସ୍ପଷ୍ଟ କରିଛି । ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ଭାରତୀୟ ଟେନିସ ଆସୋସିଏସନ ପାକିସ୍ତାନରେ ମ୍ୟାଚ ନକରିବାକୁ ITFକୁ ଅନୁରୋଧ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.