ETV Bharat / sports

କୋରୋନା ଭାଇଇସ: ହସ୍ପିଟାଲକୁ ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଭେଣ୍ଟିଲେଟର ଦାନ - Novak Djokvic Foundation donates ventilators

ସର୍ବିଆନ ଟେନିସ ଷ୍ଟାର ନୋବାକ ଜୋକଭିକ ଫାଇଣ୍ଡେସନ ସ୍ଥାନୀୟ ହସ୍ପିଟାଲକୁ 5ଟି ଭେଣ୍ଟିଲେଟର ଓ କ୍ଳିନିକାଲ ମନିଟର ଦାନ କରିଛନ୍ତି ।

Combating COVID-19: Novak Djokvic Foundation donates ventilators to hospital
କୋରୋନା ଭାଇଇସ: ହସ୍ପିଟାଲକୁ ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଭେଣ୍ଟିଲେଟର ଦାନ
author img

By

Published : May 23, 2020, 1:08 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ବିରୋଧରେ ସାରା ବିଶ୍ବ ଲଢେଇ ଜାରି ରଖିଛି । ତେବେ ଏହି ଲଢେଇରେ ସହାୟତା ପାଇଁ ଏକାଧିକ କ୍ରୀଡାବିତ ସାମ୍ନାକୁ ଆସିଛନ୍ତି ।

ସର୍ବିଆନ ଟେନିସ ଷ୍ଟାର ନୋବାକ ଜୋକଭିକ ଫାଇଣ୍ଡେସନ ସ୍ଥାନୀୟ ହସ୍ପିଟାଲକୁ 5ଟି ଭେଣ୍ଟିଲେଟର ଓ କ୍ଳିନିକାଲ ମନିଟର ଦାନ କରିଛନ୍ତି । ଟ୍ବିଟ ଯୋଗେଁ ଏନେଇ ସୂଚନା ଦେବାସହ, ଏପରି କଠିନ ପରିସ୍ଥିତିରେ ସମସ୍ତେ ସହାୟତାର ହାତ ବଢାଇବା ଉଚିତ ବୋଲି କହିଛନ୍ତି ।

ପୂର୍ବରୁ ମାର୍ଚ୍ଚ ମାସରେ ନୋବାକ ଜୋକଭିକ ଓ ପତ୍ନୀ ଜିଲେନା ଜୋକଭିକ ଏକ ମିଲିୟନ ୟୁରୋ ଦାନ ସର୍ବିଆ ଲୋକଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.