ETV Bharat / sports

ଅଷ୍ଟ୍ରେଲିଆ ଓପନ: ସେମିରେ ଜୋକୋଭିକ-ଫେଡେରର ଟକ୍କର

author img

By

Published : Jan 28, 2020, 7:35 PM IST

କାନାଡାର ମିଲସ ରାଓନିକଙ୍କୁ 6-4, 6-3, 7-6 ସେଟରେ ହରାଇ, ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ନୋବାକ ଜୋକୋଭିକ ।

Australian Open 2020
ସେମିରେ ଜୋକଭିକ-ଫେଡେରର ଟକ୍କର

ମେଲବୋର୍ଣ୍ଣ: ଅଷ୍ଟମଥର ଅଷ୍ଟ୍ରେଲିଆ ଓପନ ଟାଇଟଲ ବିଜୟ ନିକଟବର୍ତ୍ତୀ ହୋଇଛନ୍ତି ଭେଟେରାନ ଟେନିସ ଷ୍ଟାର ନୋବାକ ଜୋକୋଭିକ । କାନାଡାର ମିଲସ ରାଓନିକଙ୍କୁ 6-4, 6-3, 7-6 ସେଟରେ ହରାଇ ଅଷ୍ଟ୍ରେଲିଆ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଜୋକୋଭିକ ।

ତେବେ ସେମିଫାଇନାଲରେ ପୁଣି ଏକ ରୋମଞ୍ଚକର ଓ କଡା ମୁକାବିଲା ହେବା ନିଶ୍ଚିନ୍ତ ହୋଇଛି । କାରଣ ପୂର୍ବରୁ ଅନ୍ୟତମ ଟେନିସ ଷ୍ଟାର ରୋଜର ଫେଡରର ସେମିରେ ପ୍ରବେଶ କରିଛନ୍ତି । ସେମି ଲଢେଇରେ ଦୁଇ ଶ୍ରେଷ୍ଠ ଟେନିସ ଷ୍ଟାରଙ୍କ ମଧ୍ୟରେ ପୁଣି ଟକ୍କର ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.