ETV Bharat / sports

T20 world cup: ପାକିସ୍ତାନ ସାମ୍ନାରେ ୧୪୮ ରନ ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ । ଫଳରେ ପାକିସ୍ତାନ ସାମ୍ନାରେ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 world cup: Afghanistan set a target of 148 runs against pakistan
T20 world cup: ପାକିସ୍ତାନ ସାମ୍ନାରେ ଟାର୍ଗେଟ ୧୪୮ ରଖିଲା ଆଫଗାନିସ୍ତାନ
author img

By

Published : Oct 29, 2021, 9:28 PM IST

Updated : Oct 29, 2021, 9:48 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ସୁପର ୧୨ ଗ୍ରୁପ ୨ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଜାରି ରହିଛି । ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ସାମ୍ନାରେ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ଓ ଗୁଲବାଦିନ ଅପରାଜିତ ୩୫ ରନ୍‌ ଲେଖାଏଁ ସ୍କୋର କରିଥିଲେ । ଶେଷ ପର୍ଯ୍ୟନ୍ତ ଉଭୟ ଅପରାଜିତ ରହିବା ସହ ଟିମର ସ୍କୋର ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ନବି ୩୨ ବଲ୍‌ରୁ ୩୫ ଓ ଗୁଲବାଦିନ ୨୫ ବଲ୍‌ରୁ ଦ୍ରୁତ ୩୫ ରନ୍‌ର ଇଂନିସ ଖେଳିଛନ୍ତି ।

ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ସାହିନ ଆଫ୍ରିଦୀ, ହାରିସ ରୌଫ, ହସନ ଅଲୀ ଓ ସଦାବ ଖାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2021, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.