ମସ୍କଟ: ଫରୱାର୍ଡ ବନ୍ଦନା କଟାରିୟା, ନବନୀତ କୌର ଓ ଶର୍ମିଳା ଦେବୀଙ୍କ ଗୋଲ୍ ସହାୟତାରେ ଭାରତୀୟ ଟିମ ମହିଳା ଏସିଆ କପ ହକି ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ୍ରେ ମାଲେସିୟାକୁ ୯-୦ରେ ହରାଇଛି । ଟୁର୍ନାମେଣ୍ଟରେ ଓ ପରେ ଖେଳାଯିବାକୁ ଥିବା ବିଶ୍ବକପରେ ଏକ ସ୍ଥାନ ହାସଲ କରିବାକୁ ଭାରତ ସୁଲତାନ କବୁସ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ବିଜୟୀ ହୋଇଛି ।
-
Match Result#WAC2022#WomensAsiaCup#asiahockey pic.twitter.com/uuNzFtgvCf
— Asian Hockey Federation (@asia_hockey) January 21, 2022 " class="align-text-top noRightClick twitterSection" data="
">Match Result#WAC2022#WomensAsiaCup#asiahockey pic.twitter.com/uuNzFtgvCf
— Asian Hockey Federation (@asia_hockey) January 21, 2022Match Result#WAC2022#WomensAsiaCup#asiahockey pic.twitter.com/uuNzFtgvCf
— Asian Hockey Federation (@asia_hockey) January 21, 2022
ଏହାମଧ୍ୟ ପଢନ୍ତୁ: ଭାରତ-ଇଣ୍ଡିଜ ଟି-୨୦ ସିରିଜ ଭେନ୍ୟୁରୁ ବାରବାଟୀ ବାଦ
-
Match 04
— Asian Hockey Federation (@asia_hockey) January 21, 2022 " class="align-text-top noRightClick twitterSection" data="
India vs Malaysia
Match Moments#WAC2022 #WomensAsiaCup #asiahockey pic.twitter.com/VyRgZuzvrw
">Match 04
— Asian Hockey Federation (@asia_hockey) January 21, 2022
India vs Malaysia
Match Moments#WAC2022 #WomensAsiaCup #asiahockey pic.twitter.com/VyRgZuzvrwMatch 04
— Asian Hockey Federation (@asia_hockey) January 21, 2022
India vs Malaysia
Match Moments#WAC2022 #WomensAsiaCup #asiahockey pic.twitter.com/VyRgZuzvrw
ମ୍ୟାଚ୍ର ଅଷ୍ଟମ ମିନିଟରେ ଭାରତ ପକ୍ଷରୁ ବନ୍ଦନା କଟାରିୟା, ୧୫ତମ ଓ ୨୭ତମ ମିନିଟରେ ନବନୀତ, ଓ ଶର୍ମିଳା ୪୬ତମ ଓ ୫୯ତମ ମିନିଟ୍ରେ ଗୋଲ୍ କରିଛନ୍ତି । ସେହିପରି ଅଭିଜ୍ଞ ଦୀପଗ୍ରେସ ଏକ୍କା ଦଶମ ମିନିଟ୍ରେ, ଲାଲ୍ରେସିଆମି ୩୮ତମ ମିନିଟରେ, ମୋନିକା ୪୦ତମ ମିନିଟରେ ଗୋଲ୍ କରିଥିଲେ ।