ETV Bharat / sports

ଟୋକିଓ ଅଲମ୍ପିକ୍ସ: ଆଇଓସିର ନିଷ୍ପତ୍ତି ସର୍ବମାନ୍ୟ ହେବ, ଆଇଓଏ ସଭାପତି - କୋରୋନା ଭାଇରସ ସଂକ୍ରମଣ ଭୟ

ଅନ୍ତର୍ଜାତୀୟ ଅଲମ୍ପିକ କମିଟିର(IOC) ନିଷ୍ପତ୍ତି ସର୍ବମାନ୍ୟ ହେବ । ଏହା କହିଛନ୍ତି ଭାରତୀୟ ଅଲମ୍ପିକ କମିଟିର(IOA) ସଭାପତି ନରିନ୍ଦର ବାତ୍ରା ।

IOA President on Tokyo Olympics
ଟୋକିଓ ଅଲମ୍ପିକ୍ସ: ଆଇଓସିର ନିଷ୍ପତ୍ତି ସର୍ବମାନ୍ୟ ହେବ, ଆଇଓଏ ସଭାପତି
author img

By

Published : Mar 23, 2020, 2:36 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲମ୍ପିକ କମିଟିର(IOC) ନିଷ୍ପତ୍ତି ସର୍ବମାନ୍ୟ ହେବ । ଏହା କହିଛନ୍ତି ଭାରତୀୟ ଅଲମ୍ପିକ କମିଟିର(IOA) ସଭାପତି ନରିନ୍ଦର ବାତ୍ରା ।

କୋରୋନା ଭାଇରସ ସଂକ୍ରମଣ ଭୟ ଥିବାରୁ, କାନାଡିଆନ ଅଲମ୍ପିକ କମିଟି(COC) ଓ କାନାନିଆନ ପାରାଅଲମ୍ପିକ କମିଟି(CPC) ନିଜ ଦେଶର ଆଥଲେଟଙ୍କୁ କାନାଡା ପଠାଇବ ନାହିଁ ବୋଲି ଘୋଷଣା କରିଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ।

ବିଶ୍ୱକ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସକୁ ନେଇ ଲାଗିରହିଛି ସସପେନ୍‌ସ । ମହାମାରୀ କୋରୋନା ଭାଇରସ ଯୋଗୁ କ୍ରୀଡାବିତଙ୍କ ପ୍ରସ୍ତୁତି ପ୍ରଭାବିତ ହୋଇଛି । ତେବେ ଖୁବଶ୍ରୀଘ୍ର ଅଲମ୍ପିକ ଗେମ୍ସକୁ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଓସି ପକ୍ଷରୁ କୁହାଯାଇଛି । ତେବେ ଆଇଓସିର ନିଷ୍ପତି ଉପରେ ନଜର ରଖିଛନ୍ତି ବିଶ୍ୱର ସମସ୍ତ ନ୍ୟାସନାଲ ଅଲମ୍ପିକ କମିଟି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.