ETV Bharat / sports

ଭିନେଶ ଫୋଗାଟ ଜିିତିଲେ ସ୍ବର୍ଣ୍ଣ - kyiv XXIV Outstanding Ukrainian Wrestlers and Coaches Memorial

କ୍ବିଭ ଠାରେ ଆୟୋଜିତ XXVI ଆଉଟ ଷ୍ଟାଣ୍ଡିଂ ୟୁକ୍ରିନିଆ ରେସଲର ଆଣ୍ଡ କୋଚ ମେମୋରିଆଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ରେସଲର ଭିନେଶ ଫୋଗାଟ । ଅଧିକ ପଢନ୍ତୁ...

ଭିନେଶ ଫୋଗାଟ ଜିିତିଲେ ସ୍ବର୍ଣ୍ଣ
ଭିନେଶ ଫୋଗାଟ ଜିିତିଲେ ସ୍ବର୍ଣ୍ଣ
author img

By

Published : Mar 1, 2021, 9:28 AM IST

ନୂଆଦିଲ୍ଲୀ: କୋରୋନା ଲକଡାଉନ ପରେ ଭିନେଶ ଫୋଗାଟଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୟୁକ୍ରିନ ଟୁର୍ଣ୍ଣାମେଣ୍ଟରେ ଜିତିଛନ୍ତି । କ୍ବିଭ ଠାରେ ଆୟୋଜିତ XXVI ଆଉଟ ଷ୍ଟାଣ୍ଡିଂ ୟୁକ୍ରିନିଆ ରେସଲର ଆଣ୍ଡ କୋଚ ମେମୋରିଆଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 53 କିଗ୍ରା ବର୍ଗ ଫାଇନାଲରେ ବିଶ୍ବର 7 ରାଙ୍କ ଥିବା ବେଲାରୁସର ଭେନେସାଙ୍କୁ 10-8 ସେଟରେ ପରାସ୍ତ କରିଥିଲେ। କୋଭିଡ ଲକଡାଉନ ପରେ ଭିନେଶ ଫୋଗାଟ ବିଜୟ ଧାରାରୁ ଆରମ୍ଭ କରିଛନ୍ତି ।

ଶନିବାର ଏସୀୟ ଗେମ୍ସ ଏବଂ କମନୱେଲଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ରୋମାନିଆ ଆନା ଏଙ୍କୁ 2-0 ସଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ ଫୋଗାଟ । ଏହା ପୂର୍ବରୁ ଫୋଗାଟ ଟୋକିଓ ଅଲମ୍ପିକର 53 କିଗ୍ରା ବର୍ଗ ପାଇଁ ନିଜର ସ୍ଥାନ ପକ୍କା କରିଛନ୍ତି । 26 ବର୍ଷୀୟ ଫୋଗାଟ ରୋମରେ ମାର୍ଚ୍ଚ 4-7 ସିଜିନର ପ୍ରଥମ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ |

କୋରୋନା ମହାମାରୀ ଏବ୍ଂ ଲକଡାଉନ ଯୋଗୁଁ ବର୍ଷେ ପର୍ଯ୍ୟନ୍ତ ଖେଳରୁ ଦୂରେଇ ରହିବା ପରେ ସେ ପୁଣି ରିଙ୍ଗକୁ ଫେରିଛନ୍ତି । ଫାଇନାଲରେ ବିଜୟୀ ହେବା ପରେ ଭିନେଶ ମାର୍ଚ୍ଚ 4ରୁ 7 ତାରିଖ ପର୍ଯ୍ୟନ୍ତ ରୋମରେ ଅନୁଷ୍ଠିତ ହେବାକୁ ଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.