ETV Bharat / sports

ମୋତେ ଡରନ୍ତି ବିଜେନ୍ଦର: ଅମିର ଖାନ - British boxer

ମୋତେ ଡରନ୍ତି ଭାରତୀୟ ବକ୍ସର ବିଜେନ୍ଦର । ଏମିତି କହିଛନ୍ତି ବ୍ରିଟେନର ବକ୍ସର ଆମିର ଖାନ୍‌ । ଆମିର ଜନ୍ମ ପାକିସ୍ତାନରେ । ମାତ୍ର ସେ ବ୍ରିଟେନବାସୀ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 31, 2019, 11:46 PM IST

ନୂଆଦିଲ୍ଲୀ: ମୋତେ ଡରନ୍ତି ଭାରତୀୟ ବକ୍ସର ବିଜେନ୍ଦର । ଏମିତି କହିଛନ୍ତି ବ୍ରିଟେନର ବକ୍ସର ଆମିର ଖାନ୍‌ । ଆମିର ଜନ୍ମ ପାକିସ୍ତାନରେ । ମାତ୍ର ସେ ବ୍ରିଟେନବାସୀ । ସେ ଅଲମ୍ପିକ ମେଡାଲିଷ୍ଟ ବିଜେନ୍ଦରଙ୍କ ସହିତ ଲଢେଇ କରିବା ପାଇଁ ଅନେକଥର ଇଚ୍ଛା କରିଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଅଦ୍ୟାବଧି ମୁକାବିଲା ହୋଇପାରିନାହିଁ ।

Amir Khan
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆମିର କହିଛନ୍ତି, " ମୁଁ ବହୁବାର ବିଜେନ୍ଦରଙ୍କ ବିପକ୍ଷରେ ଲଢିବା ପାଇଁ ଇଚ୍ଛା କରିଛି । କିନ୍ତୁ ମୋତେ ଲାଗୁଛି, ସେ ମୋତେ ଡରନ୍ତି । ଏହା ଏମିତି ଏକ ମୁକାବିଲା , ଯେଉଁଥିରେ ଏକ ଭାରତୀୟ ବକ୍ସର ବିଶ୍ୱ ଚାମ୍ପିୟନ ବିପକ୍ଷରେ ଲଢିବ ଏବଂ ମୁଁ ଖୁସି ଯେ ନୀରଜ ମୋ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି । ଯେଉଁ କାମ ବିଜେନ୍ଦର କରିପାରିଲେ ନାହିଁ, ସେ କାମ ନୀରଜ କରିବେ ।"

Bulletin schedule

7.30AM Rashmi
8AM Rashmi
8.30AM SP
9 AM SP
9.30 AM SP
10 AM ST
10.30 AM ST
11 AM Rashmi
11.30 am Rashmi
12 noon ST
12.30 ST
1 PM SP
1.30 PM SP
2 PM RASHMI
2.30 PM RASHMI
3 PM ST
3.30 PM ST
4 PM SP
4.30 PM SP
5 PM RASHMI
5.30 RASHMI
6 PM ST
6.30 PM ST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.