ହାଇଦ୍ରାବାଦ : ଆରମ୍ଭ ହୋଇସାରିଛି ହକି ମହାସମର । ଆୟୋଜକ ଭାରତ ସ୍ପେନ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏନେଇ ଟିମ ଇଣ୍ଡିଆକୁ ମହାକୁମ୍ଭ ପାଇଁ ସବୁ ମହଲରୁ ଶୁଭକାମନାର ସୁଅ ଛୁଟିଛି । ଭାରତୀୟ କ୍ରିକେଟର ଟ୍ବିଟର ଜରିଆରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଚେଜ ମାଷ୍ଟର ବିରାଟ କୋହଲି, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ, ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଏବଂ ମହିଳା କ୍ରିକେଟର ଜେମିମା ରେଡ୍ରିଗସ ହକି ଟିମ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି ।
ମୁକାବିଲା ପୂର୍ବରୁ ସଚିନ ଭାରତୀୟ ହକି ଦଳକୁ ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି "ହକି ଟିମ ଇଣ୍ଡିଆକୁ ହକି ମହାକୁମ୍ଭ ପାଇଁ ଶୁଭକାମନା । ଆମେ ସମସ୍ତେ ଦଳକୁ ଚିୟର କରିବୁ, ଚକ ଦେ ଇଣ୍ଡିଆ ।"
-
Wishing the Indian Men's Hockey Team all the very best for the Hockey World Cup.
— Sachin Tendulkar (@sachin_rt) January 13, 2023 " class="align-text-top noRightClick twitterSection" data="
We'll all be cheering for you!
Chak De! 🏑 🇮🇳@TheHockeyIndia
">Wishing the Indian Men's Hockey Team all the very best for the Hockey World Cup.
— Sachin Tendulkar (@sachin_rt) January 13, 2023
We'll all be cheering for you!
Chak De! 🏑 🇮🇳@TheHockeyIndiaWishing the Indian Men's Hockey Team all the very best for the Hockey World Cup.
— Sachin Tendulkar (@sachin_rt) January 13, 2023
We'll all be cheering for you!
Chak De! 🏑 🇮🇳@TheHockeyIndia
ଷ୍ଟାର ବ୍ୟାଟର ବିରାଟ କୋହଲି ଲେଖିଛନ୍ତି ଟିମ ଇଣ୍ଡିଆକୁ ପ୍ରଥମ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । " ବିଶ୍ବକପ ପାଇଁ ଭାରତୀୟ ହକି ଦଳକୁ ମୋ ତରଫରୁ ବହୁତ ଶୁଭକାମନା । ମଇଦାନକୁ ଓହ୍ଲାଇକୁ ଖେଳର ଆନନ୍ଦ ନିଅ । ଆମେ ସମସ୍ତେ ଆପଣମାନଙ୍କୁ ସମର୍ଥନ କରୁଛୁ । ଆପଣଙ୍କୁ ସଫଳତା ମିଳୁ ।"
-
My best wishes to our Indian men's hockey team for the World Cup. Go and enjoy yourself, we all are backing you. Good luck. 🇮🇳💪
— Virat Kohli (@imVkohli) January 13, 2023 " class="align-text-top noRightClick twitterSection" data="
">My best wishes to our Indian men's hockey team for the World Cup. Go and enjoy yourself, we all are backing you. Good luck. 🇮🇳💪
— Virat Kohli (@imVkohli) January 13, 2023My best wishes to our Indian men's hockey team for the World Cup. Go and enjoy yourself, we all are backing you. Good luck. 🇮🇳💪
— Virat Kohli (@imVkohli) January 13, 2023
ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ଣଣ କହିଛନ୍ତି, "ହକି ଟିମ ଇଣ୍ଡିଆକୁ ପ୍ରଥମ ମ୍ୟାଚର ସଫଳତା ନେଇ ଶୁଭକାମନା । ଟିମକୁ ଉତ୍ସାହିତ କରିବା ।"
-
Wishing Team India🇮🇳 lots of success in the #HockeyWorldCup2023 Let’s cheer our team! @TheHockeyIndia
— VVS Laxman (@VVSLaxman281) January 13, 2023 " class="align-text-top noRightClick twitterSection" data="
">Wishing Team India🇮🇳 lots of success in the #HockeyWorldCup2023 Let’s cheer our team! @TheHockeyIndia
— VVS Laxman (@VVSLaxman281) January 13, 2023Wishing Team India🇮🇳 lots of success in the #HockeyWorldCup2023 Let’s cheer our team! @TheHockeyIndia
— VVS Laxman (@VVSLaxman281) January 13, 2023
ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି "ଆମ ଚମ୍ପିଆନମାନଙ୍କୁ ଶୁଭକାମନା ।"
-
Good luck to our champions ❤️🏑 pic.twitter.com/TH4DbogTB0
— hardik pandya (@hardikpandya7) January 13, 2023 " class="align-text-top noRightClick twitterSection" data="
">Good luck to our champions ❤️🏑 pic.twitter.com/TH4DbogTB0
— hardik pandya (@hardikpandya7) January 13, 2023Good luck to our champions ❤️🏑 pic.twitter.com/TH4DbogTB0
— hardik pandya (@hardikpandya7) January 13, 2023
ସୂର୍ଯ୍ୟକୁମାର ଯାଦବ କହିଛନ୍ତି "ଆମେ ତୁମକୁ ସମର୍ଥନ ଜଣାଉଛୁ । ତମ ପାଇଁ ଆମେ ଗର୍ବିତ ।"
-
We are rooting for you, make us proud, boys 🇮🇳🙌#HockeyWorldCup2023 pic.twitter.com/aKKjt2OK4g
— Surya Kumar Yadav (@surya_14kumar) January 13, 2023 " class="align-text-top noRightClick twitterSection" data="
">We are rooting for you, make us proud, boys 🇮🇳🙌#HockeyWorldCup2023 pic.twitter.com/aKKjt2OK4g
— Surya Kumar Yadav (@surya_14kumar) January 13, 2023We are rooting for you, make us proud, boys 🇮🇳🙌#HockeyWorldCup2023 pic.twitter.com/aKKjt2OK4g
— Surya Kumar Yadav (@surya_14kumar) January 13, 2023
ସେହିପରି ଭାରତୀୟ ମହିଳା କ୍ରିକେଟର ଜେମିମା ରେଡ୍ରିଗସ କହିଛନ୍ତି "ମୁଁ ଟିମ ଇଣ୍ଡିଆକୁ ସମର୍ଥନ ଜଣାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଭାରତୀୟ ହକି ବିଶ୍ବକପ ଟିମକୁ ଶୁଭକାମନା ।"
-
Jeetega bhai jeetega INDIA jeetega!!
— Jemimah Rodrigues (@JemiRodrigues) January 12, 2023 " class="align-text-top noRightClick twitterSection" data="
I'm cheering team INDIA this hockey world cup!! Let's goooooo boys!! ❤️🏑@TheHockeyIndia @sports_odisha @16Sreejesh @manpreetpawar07 #HockeyWorldCup2023 #TeamIndia pic.twitter.com/O4IHU3R8kl
">Jeetega bhai jeetega INDIA jeetega!!
— Jemimah Rodrigues (@JemiRodrigues) January 12, 2023
I'm cheering team INDIA this hockey world cup!! Let's goooooo boys!! ❤️🏑@TheHockeyIndia @sports_odisha @16Sreejesh @manpreetpawar07 #HockeyWorldCup2023 #TeamIndia pic.twitter.com/O4IHU3R8klJeetega bhai jeetega INDIA jeetega!!
— Jemimah Rodrigues (@JemiRodrigues) January 12, 2023
I'm cheering team INDIA this hockey world cup!! Let's goooooo boys!! ❤️🏑@TheHockeyIndia @sports_odisha @16Sreejesh @manpreetpawar07 #HockeyWorldCup2023 #TeamIndia pic.twitter.com/O4IHU3R8kl
ଆଜି (ଶୁକ୍ରାବାର) ସନ୍ଧ୍ୟା ୭ଟା ବେଳେ ପୁଲ Dରେ ସ୍ପେନକୁ ଭେଟିବ ଭାରତ । ଏହି ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ସେପଟେ ହକି ବିଶ୍ବକପର ୧୫ ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି । ଗ୍ରୁପ A' ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିଲେ । ଏଥିରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଅଭିଯାନରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ।