ETV Bharat / sports

ଅଲମ୍ପିକ୍ସରେ ଭାରତର ପତାକାବାହକ ଘୋଷଣା ପରେ ଭାବବିହ୍ବଳ ମେରୀକମ, ମନପ୍ରୀତ

author img

By

Published : Jul 5, 2021, 10:59 PM IST

ଟୋକିଓ ଅଲମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଭାରତର ପତାକାବାହକ ଭାବେ ନାମ ଘୋଷଣା ପରେ ଖୁସିରେ ଭାବବିହ୍ବଳ ହୋଇପଡିଛନ୍ତି ଦୁଇ ଭାରତୀୟ ଷ୍ଟାର ମେରୀକମ ଓ ମନପ୍ରୀତ ସିଂହ । ଅଧିକ ପଢନ୍ତୁ...

Tokyo Olympics: Don't have words to express happiness on being named flagbearer, says Mary Kom
ଅଲମ୍ପିକ୍ସରେ ଭାରତର ପତାକାବାହକ ଘୋଷଣା ପରେ ଭାବବିହ୍ବଳ ମେରୀକମ, ମନପ୍ରୀତ

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଭାରତର ପତାକାବାହକ ଭାବେ ନାମ ଘୋଷଣା ପରେ ଭାବବିହ୍ବଳ ହୋଇପଡିଛନ୍ତି ଦୁଇ ଭାରତୀୟ ଷ୍ଟାର ମେରୀକମ ଓ ମନପ୍ରୀତ ସିଂହ ।

ଏହି ବିରଳ ସୁଯୋଗ ମିଳିବା ପରେ ବହୁତ ଖୁସି ବୋଲି କହିଛନ୍ତି ମେରୀ । ଏଥିସହ ମେଗା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଦୃଢୋକ୍ତି କରିଛନ୍ତି । ମନପ୍ରୀତ ସଂହ ମଧ୍ୟ ଏହା ସମ୍ମାନର କଥା ଓ ଖୁସିକୁ ବୟାସ କରିବାକୁ ଶବ୍ଦ କମ ପଡୁଛି ବୋଲି କହିଛନ୍ତି ।

ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସୋମବାର ବକ୍ସର ମେରୀ କମ ଓପୁରୁଷ ହକି ଟିମ ଇଣ୍ଡିଆ କ୍ୟାପଟେନ ମନପ୍ରୀତ ସିଂହଙ୍କ ନାମ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତୀକ ତୀରଙ୍ଗା ଧରିବେ ବୋଲି ସ୍ପଷ୍ଟ କରିଛି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଉଦ୍‌ଯାପନୀ ଉତ୍ସାବରେ ଭାରତର ପତାକା ଧରିବେ ।

ପତାକାବାହକ ଭାବେ ଚୟନ ହୋଇଥିବାରୁ SAI, IOA, କ୍ରୀଡା ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମେରୀ କମ । ସମସ୍ତଙ୍କୁ ଏହି ସୁଯୋଗ ମିଳିବା ସହଜ ନୁହେଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.