ETV Bharat / sports

Tokyo Olympics, Day 4; ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଲେ ଭବାନୀ ଦେବୀ

author img

By

Published : Jul 26, 2021, 7:55 AM IST

Updated : Jul 26, 2021, 8:43 AM IST

ଫେନ୍ସିଂ ମହିଳା ସବର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବାଜି ମାରିଛନ୍ତି ଭବାନୀ । ଟ୍ୟୁନିସିଆର ନାଦିଆ ବେନ ଆଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି ଭବାନୀ । ଅଧିକ ପଢନ୍ତୁ...

ଫେନ୍ସିଂକରେ ଜିତିଲେ ଭାବାନୀ ଦେବୀ
ଫେନ୍ସିଂକରେ ଜିତିଲେ ଭାବାନୀ ଦେବୀ

ଟୋକିଓ: ଅଲମ୍ପିକରେ ଡେବ୍ୟୁ କରିଥିବା ଭାରତୀୟ ଫେନ୍ସର ଭବାନୀ ଦେବୀ ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଛନ୍ତି । ମହିଳା ସବର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବାଜି ମାରିଛନ୍ତି ଭବାନୀ । ଟ୍ୟୁନିସିଆର ନାଦିଆ ବେନ ଆଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି ଭବାନୀ । ବ୍ୟକ୍ତିଗତ ଇଭେଣ୍ଡର ରାଉଣ୍ଡ ୬୪ରେ ନ୍ୟୁନିସିଆର ନାଦିଆଙ୍କୁ ଭେଟିଥିଲେ ଭବାନୀ ।

ଅସି ଚାଳନାରେ ଅଲମ୍ପିକରେ ଭାଗ ନେଇଥିବା ପ୍ରଥମ ମହିଳା ହେଲେ ଭବାନୀ ଦେବୀ । ୭ଟା ୪୦ରେ ପ୍ରି କ୍ବାର୍ଟର ମ୍ୟାଚ ହେବ । ରାଉଣ୍ଡ ୩୨ରେ ଫ୍ରାନ୍ସର ମାନୋନ ବୁଟେନଙ୍କୁ ଭେଟିବେ ଭବାନୀ । ଫ୍ରାନ୍ସ ବୁଟେନଙ୍କ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି । ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ହୋଇଥିବା ଚେନ୍ନାଇ ଖେଳାଳି ତାଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନରେ ପ୍ରଥମ ତିନି ମିନିଟରେ 8-0ରେ ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Jul 26, 2021, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.