ETV Bharat / sports

କ୍ରୀଡା ପ୍ରାଧିକରଣ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ କେନ୍ଦ୍ର କ୍ରୀଡାମନ୍ତ୍ରୀ

author img

By

Published : Apr 13, 2020, 5:07 PM IST

ମାସ୍କ ପିନ୍ଧି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ।

Sports Minister visits SAI headquarters, essential staff resumes office
କ୍ରୀଡା ପ୍ରାଧିକରଣ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ମାସ୍କ ପିନ୍ଧି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ବରିଷ୍ଠ ଅଧିକାରୀ ଓ ଅନ୍ୟ ଜରୁରୀ କର୍ମଚାରୀଙ୍କ ଅବସ୍ଥା ସମୀକ୍ଷା ପାଇଁ କ୍ରୀଡାମନ୍ତ୍ରୀ SAI କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସାମାଜିତ ଦୂରତା ରକ୍ଷା କରିବା ରହିଛି । ଅଳ୍ପ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ କ୍ରୀଡାମନ୍ତ୍ରୀ କହିଛନ୍ତି । ଏଥିସହିତ ମାସ୍କ ଓ ସାନିଟାଇଜର ମଧ୍ୟ ସମୀକ୍ଷା କରିଛନ୍ତି । ମାର୍ଚ୍ଚ 21ରୁ SAI ଅଫିସ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.