ETV Bharat / sports

କ୍ରୀଡା ମନ୍ତ୍ରଣାଳୟର ଅନଲାଇନ କୋଚିଂ ଆରମ୍ଭ, ଯୋଗଦେଲେ କ୍ରୀଡାମନ୍ତ୍ରୀ

author img

By

Published : Apr 16, 2020, 2:24 PM IST

ଆରମ୍ଭ ହୋଇଛି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୋଚଙ୍କ ଅନଲାଇନ ଟ୍ରେନିଂ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଏହି ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

Sports Minisry begins first-ever online training of coaches during COVID-19 lockdown
କ୍ରୀଡାମନ୍ତ୍ରଣାଳୟର ଅନଲାଇନ କୋଚିଂ ଆରମ୍ଭ, ଯୋଗଦେଲେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୋଚଙ୍କୁ ଅନଲାଇନ କୋଚିଂ । କେନ୍ଦ୍ର କ୍ରୀଡାମନ୍ତ୍ରୀ ଏହି ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

ଭାରତୀୟ ତୀରନ୍ଦାଜ ଆସୋସିଏସନ(AAI) ପ୍ରଥମେ ଏହି ଅନଲାଇନ କୋଚିଂ ଆରମ୍ଭ କରିଛି । ଏହି ଅନଲାଇଲ କୋଚିଂ କାର୍ଯ୍ୟକ୍ରମରେ ମନସ୍ତତବିତ, ମାଇଣ୍ଡ କୋଚିଂ, ପୋଷଣ ଖାଦ୍ୟ ଆଦିର ଏକାଧିକ ଏକ୍ସପର୍ଟ ଉପସ୍ଥିତ ରହିଛନ୍ତି । ମାନସିକ ପ୍ରଶିକ୍ଷଣରେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ସଞ୍ଜିବ ସିଂହ ରହିଛନ୍ତି ।

ଏହି ଅନଲାଇନ କୋଚିଂ ଏପ୍ରିଲ 16ରୁ ମେ2 ପର୍ଯ୍ୟନ୍ତ ଚାଲୁ ରହିବ । କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ତୀରନ୍ଦାଜ ସଂଘର ସଭାପତି ଅର୍ଜୁନ ମୁଣ୍ଡା ଏହି ଅନଲାଇନ କୋଚିଂ କାର୍ଯ୍ୟକ୍ରମର ସକରାତ୍ମକ ପ୍ରଭାବ ରହିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.