ETV Bharat / sports

ଗଣେଶ ଦେଉଛନ୍ତି 'ଫିଟ ଇଣ୍ଡିଆ' ବାର୍ତ୍ତା

author img

By

Published : Sep 5, 2019, 7:20 PM IST

ଶ୍ରୀନିବାସ ଗଣେଷ ଉତ୍ସବ ମଣ୍ଡଳ ନାମକ ଏକ ପୂଜା ମଣ୍ଡପରେ ଏକ ନିଆରା ପ୍ରକାର ଗଣେଣଙ୍କୁ ପୂଜା କରାଯାଇଛି । 'ଫିଟ ଇଣ୍ଡିଆ' ବାର୍ତ୍ତା ଥିବା ଶ୍ରୀଗଣେଷଙ୍କ ମୂର୍ତ୍ତି ମୁମ୍ବାଇର ମଲାଣ୍ଡ ଅଞ୍ଚଳର ପୂଜା କମିଟି ପକ୍ଷରୁ କରାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଶ୍ରୀନିବାସ ଗଣେଷ ଉତ୍ସବ ମଣ୍ଡଳ ନାମକ ଏକ ପୂଜା ମଣ୍ଡପରେ ଏକ ନିଆରା ଗଣେଣଙ୍କୁ ପୂଜା କରାଯାଇଛି । କ୍ରୀଡାଦିବସରେ ପ୍ରଧାନମନ୍ତ୍ରୀ ମୋଦି ‘ଫିଟ ଇଣ୍ଡିଆ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ‘ଫିଟ ଇଣ୍ଡିଆ’ ବାର୍ତ୍ତା ଥିବା ଶ୍ରୀଗଣେଷଙ୍କ ମୂର୍ତ୍ତିକୁ ମୁମ୍ବାଇର ମଲାଣ୍ଡ ଅଞ୍ଚଳର ପୂଜା କମିଟି ପକ୍ଷରୁ କରାଯାଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଏକ ନିଆର ଢଙ୍ଗରେ ସମାଜ ପ୍ରତି ସକରାତ୍ମକ ବାର୍ତ୍ତାଥିବା ଗଣେଶ ମୂର୍ତ୍ତି ଏହି ପୂଜା କମିଟି ସ୍ଥାନ ଦେଇଆସୁଛି । 30 ବର୍ଷରୁ ଅଧିକ ସମୟ ଧରି ଏହିପରି ପ୍ରଦୂଷଣ ମୁକ୍ତ ଗଣେଷ ମୂର୍ତ୍ତି ଏହି ପୂଜା କମିଟି ତିଆରି କରୁଛି ।

ଗତ ବର୍ଷ ‘ବେଟି ବଚାଓ ବେଟି ପଢାଓ’ ଏବଂ ଜିଏସଟିକୁ ମଧ୍ୟ ଗଣେଶଙ୍କ ମୂର୍ତ୍ତିରେ ସ୍ଥାନ ଦିଆଯାଇଥିଲା । ଚଳିତ ଥର ‘ଫିଟ ଇଣ୍ଡିଆର ବାର୍ତ୍ତା ରଖାଯାଇଥିବା ବେଳେ, ଫିଟ ରହିବା ପାଇଁ ନାନା ପ୍ରକାର ଅଭ୍ୟାସ ସାମଗ୍ରୀରେ ଶ୍ରୀଗଣେଶଙ୍କ ଶରୀରକୁ ସଜାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.