ETV Bharat / sports

ଟୋକିଓ ପାରାଅଲମ୍ପିକ୍ସ: 4 ଜାଭେଲିନ ଥ୍ରୋଅରଙ୍କ ଯୋଗ୍ୟତା ହାସଲ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 4, 2021, 4:21 PM IST

ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ପରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଜାଭେଲିନ ଥ୍ରୋଅର ନବଦୀପ, ରଞ୍ଜିତ ଭାତୀ, ଦେବେନ୍ଦ୍ର ଝକାରିଆ ଓ ତେକ ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ..

Rijiju congratulates Indian javelin throwers for qualifying for Tokyo Paralympics
ଟୋକିଓ ପାରାଅଲମ୍ପିକ୍ସ: 4 ଜାଭେଲିନ ଥ୍ରୋଅରଙ୍କ ଯୋଗ୍ୟତା ହାସଲ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଜାଭେଲିନ ଥ୍ରୋଅର ନବଦୀପ, ରଞ୍ଜିତ ଭାତୀ, ଦେବେନ୍ଦ୍ର ଝକାରିଆ ଓ ତେକ ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖେଳାଳିମାନେ ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଦେଶ ପାଇଁ ପଦକ ଜିତିବାକୁ ଭାରତୀୟ ପାରା-ଆଥଲେଟ ସର୍ବଦା କଠିନ ପରିଶ୍ରମ କରୁଛନ୍ତି । ଟୋକିଓ ଟିକେଟ ହାସଲ କରିବା ପରେ ଟ୍ବିଟ ଯୋଗେଁ କ୍ରୀଡା ମନ୍ତ୍ରୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୁଷ ଉଚ୍ଚ ଡିଆଁ ଇଭେଣ୍ଟରେ 2016 ରିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପ୍ପନ ଥଙ୍ଗାଭେଲୁଙ୍କୁ ଟୋକିଓ ପାରାଅଲମ୍ପିକ୍ସ 2020ରେ ଭାରତୀୟ ପାରା ଟିମର ନେତୃତ୍ବ ନେବାପାଇଁ ଚୟନ କରଯାଇଛି । ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ ।

ଟୋକିଓ ପାରାଅଲମ୍ପିକ୍ସରେ ମାରିୟାପ୍ପନ ଥାଙ୍ଗାଭେଲୁଙ୍କ ହାତରେ ତ୍ରୀରଙ୍ଗା ରହିବା ନେଇ ଭାରତୀୟ ପାରାଅଲମ୍ପିକ କମିଟି(PCI) ସଭାପତି ଦୀପା ମଲିକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.