ETV Bharat / sports

ପଞ୍ଚମ୍ୟାନ ସତ୍ୟପୀରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - guinness world record

ଗୋଟିଏ ହାତରେ ଗୋଟିଏ ମିନିଟରେ 393 ଥର ପଞ୍ଚ ମାରି ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି । ପେଶାରେ ଡାକ୍ତର ହେଲେ ନିଶାରେ ପଞ୍ଚମ୍ୟାନ । ପ୍ରତିଭାସମ୍ପନ୍ନ ଯୁବ ଡାକ୍ତର ସତ୍ୟପୀର ପ୍ରଧାନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଖନ୍ତୁ...

punch man
author img

By

Published : Oct 15, 2019, 8:47 PM IST

Updated : Oct 16, 2019, 2:46 PM IST

ଭୁବନେଶ୍ବର: ଓଡିଶାର ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନଙ୍କୁ ମିଳିଲା କରମବୀର ଚକ୍ର ସମ୍ନାନ। ପେଶାରେ ଡାକ୍ତର ହେଲେ ନିଶା କିଛି ଭିନ୍ନ । ସେହି ଲକ୍ଷ୍ୟରେ ଡାକ୍ତର ସତ୍ୟପୀର ଗୋଟିଏ ହାତରେ ଗୋଟିଏ ମିନିଟରେ 393 ଥର ପଞ୍ଚ ମାରି 2017 ମସିହାରେ ରେକର୍ଡ ସୃଷ୍ଟି କରିଥିଲେ । ସେ ପାକିସ୍ତାନର ମହମ୍ମଦ ରାସିଦଙ୍କ ରେକର୍ଡକୁ ଭାଙ୍ଗି ଗିନିଜ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ ।

ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନଙ୍କୁ କରମବୀର ଚକ୍ର ସମ୍ନାନ

ଗତ ଦୁଇ ଦିନ ତଳେ ଡାକ୍ତର ସତ୍ୟପୀରଙ୍କୁ ଦିଲ୍ଲୀସ୍ଥିତ ଆଇଆଇଟିରେ କରମବୀର ଚକ୍ର ପୁରସ୍କାରରେ ସମ୍ମାନୀତ କରାଯାଇଛି । ଡାକ୍ତର ସତ୍ୟପୀର ପ୍ରଧାନ ଆଗକୁ ଆହୁରି ଅନେକ ବିରଳ ରେକର୍ଡ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି।

ସେ ଗିନିଜ ୱାର୍ଲ୍ଡ ରେକର୍ଡକୁ ପସନ୍ଦ କରନ୍ତି । ଏଥିସହ ସେ କହିଛନ୍ତି ଯେ, ଯେଉଁମାନେ ଦକ୍ଷତାସମ୍ପନ୍ନ, ସେମାନେ ଯଦି ୱାର୍ଲ୍ଡ ରେକର୍ଡ କରିବାକୁ ଚାହୁଁଛନ୍ତି ମୁଁ ତାଙ୍କୁ ନିହାତି ସାହାଯ୍ୟ କରିବି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶାର ପଞ୍ଚମ୍ୟାନ ଡ଼ ସତ୍ୟପୀର ପ୍ରଧାନ ଙ୍କୁ ମିଳିଲା କରମବୀର ଚକ୍ର ସମ୍ନାନ।

ପେଶା ରେ ଡାକ୍ତର ହେଲେ ନିଶା କିଛି ଭିନ୍ନ କରିବାର। ସେହି ଲକ୍ଷ୍ୟ ରେ
ଡ଼ ସତ୍ୟପୀର ଗୋଟିଏ ହାତ ରେ ଗୋଟିଏ ମିନିଟ ରେ 393 ଥର ପଞ୍ଚ ମାରି 2017 ମସିହାରେ ରେକର୍ଡ ସୃଷ୍ଟି କରିଥିଲେ । ସେ ପାକିସ୍ତାନ ର ମହମ୍ମଦ ରାସିଦ ଙ୍କ ରେକର୍ଡ କୁ ଭାଂଗି ଏହି ଗିନିଜ ୱାଡ଼ ରେକର୍ଡ ସୃଷ୍ଟି କରିଥିଲେ । ଏହା ସହ ଡ଼ ସତ୍ୟପୀର ଙ୍କୁ 35 ଜଣ ଙ୍କୁ ସେ ଗିନିଜ ୱାଡ ପାଇଁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କର ତାଲିମ ପ୍ରାପ୍ତ ପିଲା ଙ୍କ ଭିତରୁ 10 ଜଣ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।ଗତ ଦୁଇ ଦିନ ତଳେ ଡ଼ ସତ୍ୟପୀର ଙ୍କୁ ଦିଲ୍ଲୀ ସ୍ତିଟ ଆଇ ଆଇ ଟି ରେ କରମବୀର ଚକ୍ର ସମ୍ନାନ ରେ ସାମ୍ନାନିତ କରାଯାଇଛି। ଡ଼ ସତ୍ୟପୀର ପ୍ରଧାନ ଆଗକୁ ଆହୁରି ଅନେକ ବିରଳ ରେକର୍ଡ ସବୁ କରିବାର ଲକ୍ଷ୍ୟ ରଖିଛନ୍ତି।

Body:ଓଡ଼ିଶାର ପଞ୍ଚମ୍ୟାନ ଡ଼ ସତ୍ୟପୀର ପ୍ରଧାନ ଙ୍କୁ ମିଳିଲା କରମବୀର ଚକ୍ର ସମ୍ନାନ।

ପେଶା ରେ ଡାକ୍ତର ହେଲେ ନିଶା କିଛି ଭିନ୍ନ କରିବାର। ସେହି ଲକ୍ଷ୍ୟ ରେ
ଡ଼ ସତ୍ୟପୀର ଗୋଟିଏ ହାତ ରେ ଗୋଟିଏ ମିନିଟ ରେ 393 ଥର ପଞ୍ଚ ମାରି 2017 ମସିହାରେ ରେକର୍ଡ ସୃଷ୍ଟି କରିଥିଲେ । ସେ ପାକିସ୍ତାନ ର ମହମ୍ମଦ ରାସିଦ ଙ୍କ ରେକର୍ଡ କୁ ଭାଂଗି ଏହି ଗିନିଜ ୱାଡ଼ ରେକର୍ଡ ସୃଷ୍ଟି କରିଥିଲେ । ଏହା ସହ ଡ଼ ସତ୍ୟପୀର ଙ୍କୁ 35 ଜଣ ଙ୍କୁ ସେ ଗିନିଜ ୱାଡ ପାଇଁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କର ତାଲିମ ପ୍ରାପ୍ତ ପିଲା ଙ୍କ ଭିତରୁ 10 ଜଣ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।ଗତ ଦୁଇ ଦିନ ତଳେ ଡ଼ ସତ୍ୟପୀର ଙ୍କୁ ଦିଲ୍ଲୀ ସ୍ତିଟ ଆଇ ଆଇ ଟି ରେ କରମବୀର ଚକ୍ର ସମ୍ନାନ ରେ ସାମ୍ନାନିତ କରାଯାଇଛି। ଡ଼ ସତ୍ୟପୀର ପ୍ରଧାନ ଆଗକୁ ଆହୁରି ଅନେକ ବିରଳ ରେକର୍ଡ ସବୁ କରିବାର ଲକ୍ଷ୍ୟ ରଖିଛନ୍ତି।

Conclusion:
Last Updated : Oct 16, 2019, 2:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.