ETV Bharat / sports

ଦୀପଗ୍ରେସ ଏକ୍କା ଓ ପ୍ରମୋଦ ଭଗତଙ୍କୁ ଜାତୀୟ ପୁରସ୍କାର - Pramod Bhagat

ପ୍ରମୋଦ ଭଗତଙ୍କୁ ପାରା ସ୍ପୋର୍ଟ କ୍ଷେତ୍ରରେ "ସ୍ପୋର୍ଟ ମ୍ୟାନ ଅଫ ଦ ଇୟର" ଭାବେ ସମ୍ମାନିତ କରାଯାଇଛି । ସେହିପରି ଓଡିଶା ମହିଳା ହକି ଖେଳାଳି ତଥା ଭାରତୀୟ ଦଳର ଡ୍ରାଗ୍‌ ପ୍ଲିକର ଦୀପଗ୍ରେସ ଏକ୍କା "ସ୍ପୋର୍ଟ ମ୍ୟାନ ଅଫ ଦ ଇୟର" ଭାବେ ସମ୍ମାନିତ କରିଛି ଏକ ଜାତୀୟ କ୍ରୀଡା ପତ୍ରିକା ।

pramod-bhagat-awarded-sportsman-of-the-year-and-deep-grace-ekka-won-sportswoman-of-the-year
ଦୀପଗ୍ରେସ ଏକ୍କା ଓ ପ୍ରମୋଦ ଭଗତଙ୍କୁ ଜାତୀୟ ପୁରଷ୍କାର
author img

By

Published : Jan 14, 2020, 11:28 PM IST

ଭୁବନେଶ୍ବର: ସୋମବାର ଅନୁଷ୍ଠିତ ହୋଇଥିବା ସ୍ପୋର୍ଟ୍ସ ଷ୍ଟାର ରେସ ଆୱାର୍ଡ-2020 ରେ ଶ୍ରେଷ୍ଠ କ୍ରୀଡାବିତ୍‌ ଭାବେ ପୁରସ୍କୃତ ହୋଇଛନ୍ତି ଓଡିଶାର ଦୁଇ ଷ୍ଟାର ଖେଳାଳି ।

ଓଡିଆ ଷ୍ଟାର ବ୍ୟାଡମିଣ୍ଟନ ପ୍ଲେୟାର ପ୍ରମୋଦ ଭଗତଙ୍କୁ ପାରା ସ୍ପୋର୍ଟ କ୍ଷେତ୍ରରେ "ସ୍ପୋର୍ଟ ମ୍ୟାନ ଅଫ ଦ ଇୟର" ଭାବେ ସମ୍ମାନିତ କରାଯାଇଛି । ସେହିପରି ଓଡିଶା ମହିଳା ହକି ଖେଳାଳି ତଥା ଭାରତୀୟ ଦଳର ଡ୍ରାଗ୍‌ ପ୍ଲିକର ଦୀପଗ୍ରେସ ଏକ୍କା "ସ୍ପୋର୍ଟ ମ୍ୟାନ ଅଫ ଦ ଇୟର" ଭାବେ ସମ୍ମାନିତ କରିଛି ଏକ ଜାତୀୟ କ୍ରୀଡା ପତ୍ରିକା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଉଲ୍ଲେଖଥାଉ କି, ସମଗ୍ର ଦେଶରେ କ୍ରୀଡାର ପ୍ରଚାର ଓ ପ୍ରସାର ପାଇଁ ଓଡିଶାକୁ 'କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ' ଭାବେ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମୁମ୍ବାଇ ଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.