ନୂଆଦିଲ୍ଲୀ: ରାଜଧାନୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ତମ ଚେସ୍ ଅଲମ୍ପିଆଡର( 44th Chess Olympiad) ଟର୍ଚ ରିଲେର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ୍ ଅଲମ୍ପିଆଡର ଟର୍ଚ ରିଲେର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲମ୍ପିଆଡ ଅନୁଷ୍ଠିତ ହେଉଛି । ଏହାପୂର୍ବରୁ ମଧ୍ୟ ଅନେକ ଚେସ୍ ଅଲମ୍ପିଆଡ ହୋଇଛି, ତେବେ ଏଥିପାଇଁ ଟର୍ଚ୍ଚ ରିଲେ ଆୟୋଜନ କରାଯାଇନଥିଲା ।
-
PM @narendramodi hands over the relay torch to @vishy64theking the 5 time world champion. Vishy is the first person with the torch. @aicfchess @FIDE_chess#ChessOlympiad #NarendraModiji #PMOIndia pic.twitter.com/3Z6uAQl0uR
— ChessBase India (@ChessbaseIndia) June 19, 2022 " class="align-text-top noRightClick twitterSection" data="
">PM @narendramodi hands over the relay torch to @vishy64theking the 5 time world champion. Vishy is the first person with the torch. @aicfchess @FIDE_chess#ChessOlympiad #NarendraModiji #PMOIndia pic.twitter.com/3Z6uAQl0uR
— ChessBase India (@ChessbaseIndia) June 19, 2022PM @narendramodi hands over the relay torch to @vishy64theking the 5 time world champion. Vishy is the first person with the torch. @aicfchess @FIDE_chess#ChessOlympiad #NarendraModiji #PMOIndia pic.twitter.com/3Z6uAQl0uR
— ChessBase India (@ChessbaseIndia) June 19, 2022
୪୪ତମ ଚେସ୍ ଅଲମ୍ପିଆଡରେ ୧୮୮ଟି ଦେଶର ଦୁଇ ହଜାରରୁ ଅଧିକ ଚେସ୍ ମାଷ୍ଟର ସାମିଲ ହେବେ । ଜୁଲାଇ ୨୮ ତାରିଖରୁ ଚେନ୍ନାଇର ମହାବଲିପୁରମରେ ଚେସ୍ ଅଲମ୍ପିଆଡ୍ ଆରମ୍ଭ ହେବ । କେବଳ ମହିଳା ବର୍ଗରେ ମୋଟ ୩୪୩ଟି ଟିମ୍ ଏଥିରେ ଭାଗ ନେବେ ବୋଲି ଜଣାପଡ଼ିଛି ।