ETV Bharat / sports

Paralympics: ଭିନ୍ନକ୍ଷମଙ୍କ ମାନବିକ ଅଧିକାର ପାଇଁ 'WeThe15' ଅଭିଯାନର ଶୁଭାରମ୍ଭ - ପାରାଲମ୍ପିକ୍‌ସ ୨୦୨୧

ଭିନ୍ନକ୍ଷମଙ୍କ ମାନବିକ ଅଧିକାର ପାଇଁ ପାରାଲମ୍ପିକ୍‌ସ ସଂଘର "WeThe15" କାର୍ଯ୍ୟକ୍ରମ ଶୁଭାରମ୍ଭ । ଅଧିକ ପଢନ୍ତୁ...

Paralympics body launches programme for human rights of the disabled
ଭିନ୍ନକ୍ଷମଙ୍କ ମାନବିକ ଅଧିକାର ପାଇଁ ପାରାଲମ୍ପିକ୍‌ସ ସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମ
author img

By

Published : Aug 19, 2021, 9:11 PM IST

ଟୋକିଓ: ଟୋକିଓ ୨୦୨୦ ପାରାଲମ୍ପିକ୍‌ ଖେଳ ଆରମ୍ଭର ୫ ଦିନ ପୂର୍ବରୁ ଅନ୍ତର୍ଜାତୀୟ ପାରାଲମ୍ପିକ୍‌ କମିଟି, ସ୍ବତନ୍ତ୍ର ଅଲମ୍ପିକ ଓ ଡେଫାଲିମ୍ପିକ୍‌ସର ଅନ୍ୟ ଆୟୋଜକଙ୍କ ସହ ମିଶି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ଶେଷ କରିବାକୁ ଏକ ଗ୍ଳୋବାଲ ଅଭିଯାନ ଆରମ୍ଭ କରିଛି ।

  • We live, love, laugh, pray and play sport, just like you! We are 15% of the world's population, that's over 1 billion people with disabilities! Let's make progress, together! Join the #WeThe15 campaign with @Paralympics @WeThe15 https://t.co/ydUBEHM0hF

    — Paralympic India 🇮🇳 #Cheer4India 🏅 #Praise4Para (@ParalympicIndia) August 18, 2021 " class="align-text-top noRightClick twitterSection" data=" ">

ଏହି ଅଭିଯାନର ନାମ "WeThe15" ରହିଛି । ବିଶ୍ବର ଜନସଂଖ୍ୟାର ୧୫ ପ୍ରତିଶତ ଅର୍ଥାତ ୧.୨ ବିଲିୟନ ଦିବ୍ୟାଙ୍ଗ ବ୍ୟକ୍ତି ଏହି ଅଭିଯାନ ଦ୍ବାରା ସୁଫଳ ଲାଭ କରିବେ ବୋଲି IPC ଆଶାବାଦୀ ରହିଛି ।

IPC ବ୍ୟତୀତ, ସ୍ପେଶାଲ ଅଲମ୍ପିକ୍‌, "WeThe15" ଅଭିଯାନରେ ସାମିଲ ହୋଇଛି ମିଳିତ ଜାତିସଂଘ ମାନବିକ ଅଧିକାର ଓ UNESCO ଭଳି ଆନ୍ତର୍ଜାତୀୟ ସଂସ୍ଥା । ବିଶ୍ବ ତମାମ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ଥିବା ଦୁର୍ବଳ ମାନସିକତାର ସଚେତନତା ସୃଷ୍ଟି କରିବାକୁ ପ୍ରଥମ ଥର ପାଇଁ ଭିନ୍ନକ୍ଷମଙ୍କ ପାଇଁ ଥିବା ୪ଟି ସଂସ୍ଥା- IPC, ସ୍ପେଶାଲ ଅଲମ୍ପିକ୍‌, ଇନଭିକ୍ଟସ ଗେମ୍ସ ଫାଉଣ୍ଡେସନ ଓ ଅନ୍ତର୍ଜାତୀୟ କମିଟି ଅଫ୍‌ ସ୍ପୋର୍ଟ୍ସ ଫର୍‌ ଡିଫ୍‌(ଡିଫାଲମ୍ପିକ୍‌ସ) ଏକାଠି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.