ETV Bharat / sports

ଟୋକିଓ ଅଲମ୍ପିକ୍ସ ଜନମତ ସର୍ବେକ୍ଷଣ, ବାତିଲ ସପକ୍ଷରେ 30 ପ୍ରତିଶତ ଜାପାନବାସୀ

ବିଶ୍ବ କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ସକୁ ନେଇ ହୋଇଥିବା ସଦ୍ୟତମ ଜନମତ ସର୍ବେକ୍ଷଣରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଅଧିକ ପଢନ୍ତୁ...

Over 30% of Japanese people want Tokyo Games cancelled, shows poll
ଟୋକିଓ ଅଲମ୍ପିକ୍ସ ଜନମତ ସର୍ବେକ୍ଷଣ, ବାତିଲ ସପକ୍ଷରେ 30 ପ୍ରତିଶତ ଜାପାନ ଲୋକ
author img

By

Published : Dec 15, 2020, 5:06 PM IST

ଟୋକିଓ: ବିଶ୍ବ କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ସକୁ ନେଇ ହୋଇଥିବା ସଦ୍ୟତମ ଜନମତ ସର୍ବେକ୍ଷଣରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ । 30 ପ୍ରତିଶତରୁ ଅଧିକ ଜାପାନ ଲୋକ ଟୋକିଓ ଅଲମ୍ପିକ୍ସ ଓ ପାରାଅଲମ୍ପିକ ଗେମ୍ସ ବାତିଲ ସପକ୍ଷରେ ମତ ଦେଇଛନ୍ତି ।

Over 30% of Japanese people want Tokyo Games cancelled, shows poll
ଟୋକିଓ ଅଲମ୍ପିକ୍ସ

ଜାପାନିଜ ଷ୍ଟେଟ ବ୍ରଡକାଷ୍ଟର NHK ଦ୍ବାରା ଗତ ସପ୍ତାହରେ ଟେଲିଫୋନ ସର୍ଭେ କରାଯାଇଥିଲା । ବର୍ଷ 2021ରେ ଅଲମ୍ପିକ ଓ ପାରାଅଲମ୍ପିକ ଗେମ୍ସ ହେବା ଉଚିତ କି ନୁହେଁ ବୋଲି ପ୍ରଶ୍ନ କରାଯାଇଥିଲା । ଏହି ପ୍ରକ୍ରିୟାରେ ପ୍ରାୟ 1,200ରୁ ଅଧିକ ଲୋକ ସାମିଲ ହୋଇଥିଲେ ।

ଏହାମଧ୍ୟରୁ 27 ପ୍ରତିଶତ ଲୋକେ ହେବା ଉଚିତ ବୋଲି ମତ ରଖିଥିଲେ । ଅନ୍ୟପଟେ 32 ପ୍ରତିଶତ ଲୋକେ ବାତିଲ ସପକ୍ଷରେ ଓ 31 ପ୍ରତିଶତ ପୁନର୍ବାର ସ୍ଥଗିତ ହେବା ସପକ୍ଷରେ ମତ ରଖିଥିଲେ ।

ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଆସନ୍ତା ବର୍ଷ 'ସୁରକ୍ଷିତ ଓ ନିରାପଦ' ଅଲମ୍ପିକ ପାଇଁ ତାଙ୍କର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିଶୃତି ଦେଇଛନ୍ତି ।

ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଟୋକିଓ ଅଲମ୍ପିକ୍ସ ହେବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ 2021 ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି ।

ଜାପାନରେ କୋରୋନା ସଂକ୍ରମଣର ତୃତୀୟ ଲହରୀ ଦେଖାଦେଇଛି । ସୋମବାର 16,77 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଟୋକିଓରୁ ସୋମବାର 305 ନୂଆ କେସ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.