ETV Bharat / sports

Women's Football League: କଳିଙ୍ଗ ଷ୍ଟାଡିୟମରେ ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍‌ - କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌

ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ (Women's Football League) । ଆଜି ଲଞ୍ଚ ହେଲା ଜର୍ସି ।

Women's Football League: କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌

author img

By

Published : Nov 26, 2022, 9:38 PM IST

ଭୁବନେଶ୍ବର: ଆସନ୍ତା କାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ (Women's Football League)। ଏଥିଲାଗି ଆଜି (ଶନିବାର) କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ ହୋଇଛି (Odisha Women's league Jersey) । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍‌ ହୋଇଛି ।

କଳିଙ୍ଗ ଷ୍ଟାଡିୟମରେ ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍‌

ଏହା ବି ପଢନ୍ତୁ- FIFA World Cup 2022: ଆର୍ଜେଣ୍ଟିନା ଓ ମେକ୍ସିକୋ ମ୍ୟାଚ ପୂର୍ବରୁ ସହରରେ ଲାଗିଲା ନିଆଁ

ରବିବାର ଠାରୁ ଆରମ୍ଭ ହୋଇ ପ୍ରତିଯୋଗିତା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ଟି ଟିମ ଅଂଶଗ୍ରହଣ କରିବେ । ଓଡିଶା ଫୁଟବଲ ଆସୋସିଏସନ ଓ ଓଡିଶା କ୍ରୀଡା ବିଭାଗ ଦ୍ବାରା ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗତ ଫେବୃଆରୀ ୧୨ ତାରିଖରୁ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଓଡିଶା ମହିଳା ଫୁଟବଲ୍ ଲିଗ୍ ୨୦୨୨ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେଇଥିବାବେଳେ ମାର୍ଚ୍ଚ ୪ ତାରିଖ ଯାଏଁ ଏହା ଖେଳାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.