ETV Bharat / sports

ଏଲବୃସ ବେସ କ୍ୟାମ୍ପରେ ଓଡିଆ ଝିଅ ଲିପିକା ସେଠ

author img

By

Published : Oct 2, 2019, 11:24 PM IST

ଏଲବ୍ରସ ବେସ କ୍ୟାମ୍ପରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଠ । ୟୁରୋପ ମହାଦେଶରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆର ମାଉଣ୍ଟ ଏଲବୃସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା ।

ଏଲବୃସ ବେସ କ୍ୟାମ୍ପରେ ଓଡିଆ ଝିଅ ଲିପିକା ସେଟ୍‌

ଭୁବନେଶ୍ବର: ଏଲବ୍ରସ ବେସ କ୍ୟାମ୍ପରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଟ୍‌ । ୟୁରୋପ ମହାଦେଶରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆର ମାଉଣ୍ଟ ଏଲବୃସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା । ଶୃଙ୍ଗ ଉଚ୍ଚତା ରହିଛି 5644 ମିଟର । ଆଉ ଦୁଇରୁ ତିନି ଦିନ ଭିତରେ ଏହି ଆରେହଣକୁ ସଂପୂର୍ଣ୍ଣ କରିବେ ବୋଲି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଆଗରୁ ସେ ସାଉଥ ଆଫ୍ରିକାର କିଲିମାଂଜାରେ ଶୃଙ୍ଗ ମଧ୍ୟ ଆରେହଣ କରିଥିଲେ ଲିପିକା । ତାଙ୍କ ଜନ୍ମ ମାଟି ବରଗଡ଼ ଜିଲ୍ଲା । ତେବେ ମଙ୍ଗଳବାର ସେ ମାଉଣ୍ଟ ଏଲବୃସରେ ପହଞ୍ଚିବା ପରେ ଆଜି(ବୁଧବାର) ସେଠାରୁ ଇଟିଭି ଭାରତକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଏଲବ୍ରସ ବେସ କ୍ୟାମ୍ପ ରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଠ।

ୟୁରେପ ମହାଦେଶ ରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆ ର ମାଉଣ୍ଟ ଏଲବ୍ରସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା। ଶୃଙ୍ଗ ଉଚ୍ଚତା ରହିଛି 5644 ମିଟର। ଆଉ ଦୁଇ ରୁ ତିନି ଭିତରେ ଏହି ଆରେହଣ କୁ ସଂପୂର୍ଣ୍ଣ କରିବେ ବୋଲି ସୂଚନା ଦେଇଛନ୍ତି। ଆଗରୁ ସେ ସାଉଥ ଆଫ୍ରିକା ର କିଲିମାଂଜାରେ ଶୃଙ୍ଗ ମଧ୍ୟ ଆରେହଣ କରିଥିଲେ। ଲିପିକା ସେଠ ଙ୍କ ନିଜସ୍ୱ ଜନ୍ମ ମାଟି ବରଗଡ଼ ଜିଲ୍ଲା। ଗତକାଲି ସେ ମାଉଣ୍ଟ ଏଲବ୍ରସ ରେ ପହଂଚିବା ପରେ ଆଜି ସେ ସେଠାରୁ ଇ ଭାରତ କୁ ନିଜର ଫଟେ ପଠାଇଛନ୍ତି।Body:ଏଲବ୍ରସ ବେସ କ୍ୟାମ୍ପ ରେ ପହଞ୍ଚିଲେ ଓଡିଆ ଝିଅ ଲିପିକା ସେଠ।

ୟୁରେପ ମହାଦେଶ ରେ ସର୍ବୋଚ୍ଚ ଶୃଙ୍ଗ ରୁଷିଆ ର ମାଉଣ୍ଟ ଏଲବ୍ରସ ଆରେହଣ କରିଛନ୍ତି ଓଡ଼ିଶାର ଝିଅ ଲିପିକା। ଶୃଙ୍ଗ ଉଚ୍ଚତା ରହିଛି 5644 ମିଟର। ଆଉ ଦୁଇ ରୁ ତିନି ଭିତରେ ଏହି ଆରେହଣ କୁ ସଂପୂର୍ଣ୍ଣ କରିବେ ବୋଲି ସୂଚନା ଦେଇଛନ୍ତି। ଆଗରୁ ସେ ସାଉଥ ଆଫ୍ରିକା ର କିଲିମାଂଜାରେ ଶୃଙ୍ଗ ମଧ୍ୟ ଆରେହଣ କରିଥିଲେ। ଲିପିକା ସେଠ ଙ୍କ ନିଜସ୍ୱ ଜନ୍ମ ମାଟି ବରଗଡ଼ ଜିଲ୍ଲା। ଗତକାଲି ସେ ମାଉଣ୍ଟ ଏଲବ୍ରସ ରେ ପହଂଚିବା ପରେ ଆଜି ସେ ସେଠାରୁ ଇ ଭାରତ କୁ ନିଜର ଫଟେ ପଠାଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.