ETV Bharat / sports

ନୀରଜଙ୍କୁ ମିଳିଲା ବିଦେଶ ଭିସା - ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା

ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ମିଳିଲା ବିଦେଶ ଯାତ୍ରା ପାଇଁ ଭିସା । ଅଧିକ ପଢନ୍ତୁ...

Neeraj Chopra gets France visa to compete in international tournaments ahead of Tokyo Games
ନୀରଜଙ୍କୁ ମିଳିଲା ବିଦେଶ ଭିସା
author img

By

Published : May 30, 2021, 8:00 PM IST

ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ମିଳିଲା ବିଦେଶ ଯାତ୍ରା ପାଇଁ ଭିସା । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ହେବାକୁ ଥିବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନୀରଜ । ଏଥିପାଇଁ ତାଙ୍କୁ ଭିସା ମିଳିଛି ।

ପୂର୍ବରୁ ଚଳିତ ମାସରେ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଭିସା ମିଳୁନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

କୋଭିଡ-19 ସଂପର୍କିତ ପ୍ରତିବନ୍ଧକଖେଳାଳିଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବା ରାସ୍ତାରେ କଣ୍ଟା ସାଜିଛି । ମାତ୍ର ନୀରଜ ଫ୍ରାନ୍ସ ଗସ୍ତ କରିବା ସହ ଅଲମ୍ପିକ୍ସ ପ୍ରସ୍ତୁତି କରିବାନେଇ ସ୍ପଷ୍ଟ ହୋଇଛି ।

ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ବିଶ୍ବକ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.