ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡିଆ ପୁଅ ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ମିଳିଲା ଦେଶର ସର୍ବୋଚ୍ଚ ଖେଳରତ୍ନ ସମ୍ମାନ । ପ୍ରମୋଦଙ୍କ ସମେତ ମୋଟ ୧୧ଜଣ ଖେଳାଳି- ଜାଭେଲିନ ଥ୍ରୋ ଆଥଲେଟ ନୀରଜ ଚୋପ୍ରା, ରୌପ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ରବି ଦହିୟା, ଅଲମ୍ପିକ ପଦକ ବିଜେତା ବକ୍ସର ଲଭଲିନା ବୋର୍ଗୋହେନ, ଫୁଟବଲ କ୍ୟାପଟେନ ସୁନୀଲ ଛେତ୍ରୀ, ମହିଳା କ୍ରିକେଟର ମିତାଲି ରାଜ, ହକି ଗୋଲକିପର ପିଆର ଶ୍ରୀଜେଶଙ୍କୁ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ 'ଖେଳ ରତ୍ନ' ରେ ସମ୍ମାନିତ କରାଯାଇଛି ।
-
Congratulations to all the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category).
— Anurag Thakur (@ianuragthakur) November 1, 2021 " class="align-text-top noRightClick twitterSection" data="
Wishing you even greater success ahead !#NationalSportsAward2020 pic.twitter.com/hFOiUUSWkm
">Congratulations to all the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category).
— Anurag Thakur (@ianuragthakur) November 1, 2021
Wishing you even greater success ahead !#NationalSportsAward2020 pic.twitter.com/hFOiUUSWkmCongratulations to all the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category).
— Anurag Thakur (@ianuragthakur) November 1, 2021
Wishing you even greater success ahead !#NationalSportsAward2020 pic.twitter.com/hFOiUUSWkm
ଖେଳ ମନ୍ତ୍ରଣାଳୟ ଜାତୀୟ କ୍ରୀଡା ପୁରସ୍କାର (National Sports Awards 2020) ବିଜେତାଙ୍କୁ ନୂଆଦିଲ୍ଲୀର ଅଶୋକା ହୋଟେଲ୍ରେ ଏକ କାର୍ଯ୍ୟକ୍ରମ ଆୟୋଜକ କରି ଟ୍ରଫି ପ୍ରଦାନ କରିଛି । ଟୋକିଓ ଅଲମ୍ପିକ୍ ୨୦୨୦ ଓ ପାରାଲମ୍ପିକ୍ର ସମସ୍ତ ବିଜେତାଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଛି ।
-
Receiving the Khel Ratna award today was surreal. As I walked back to my seat, holding the award, I was transported back to the years when I toiled for basic equipments, sometimes even basic nutrition required to become a hockey player. pic.twitter.com/tLFGVmVgmI
— Rani Rampal (@imranirampal) November 1, 2021 " class="align-text-top noRightClick twitterSection" data="
">Receiving the Khel Ratna award today was surreal. As I walked back to my seat, holding the award, I was transported back to the years when I toiled for basic equipments, sometimes even basic nutrition required to become a hockey player. pic.twitter.com/tLFGVmVgmI
— Rani Rampal (@imranirampal) November 1, 2021Receiving the Khel Ratna award today was surreal. As I walked back to my seat, holding the award, I was transported back to the years when I toiled for basic equipments, sometimes even basic nutrition required to become a hockey player. pic.twitter.com/tLFGVmVgmI
— Rani Rampal (@imranirampal) November 1, 2021
କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଖେଳରତ୍ନ ବ୍ୟତୀତ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ମେଜର ଧ୍ୟାନଚାନ୍ଦ ପୁରସ୍କାର, ସାହସ ପୁରସ୍କାର, ଜାତୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଓ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ପ୍ରଦାନ କରାଯାଇଛି ।
-
#Exculsive
— SAI Media (@Media_SAI) November 1, 2021 " class="align-text-top noRightClick twitterSection" data="
Special and Candid moments from the Felicitation Event organized for the Recipients of #NationalSportsAward2020 today, 1st Nov
The awardees were felicitated by Hon. Minister of Youth Affairs & Sports Shri @ianuragthakur @PMOIndia @NisithPramanik @IndiaSports pic.twitter.com/MfZQGtl4uJ
">#Exculsive
— SAI Media (@Media_SAI) November 1, 2021
Special and Candid moments from the Felicitation Event organized for the Recipients of #NationalSportsAward2020 today, 1st Nov
The awardees were felicitated by Hon. Minister of Youth Affairs & Sports Shri @ianuragthakur @PMOIndia @NisithPramanik @IndiaSports pic.twitter.com/MfZQGtl4uJ#Exculsive
— SAI Media (@Media_SAI) November 1, 2021
Special and Candid moments from the Felicitation Event organized for the Recipients of #NationalSportsAward2020 today, 1st Nov
The awardees were felicitated by Hon. Minister of Youth Affairs & Sports Shri @ianuragthakur @PMOIndia @NisithPramanik @IndiaSports pic.twitter.com/MfZQGtl4uJ
ଗତବର୍ଷ କୋରୋନା କାରଣରୁ ଜାତୀୟ କ୍ରୀଡା ପୁରସ୍କାର ବିତରଣ ସମାରୋହ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଜାତୀୟ କ୍ରୀଡା ପୁରସ୍କାର ପ୍ରତିବର୍ଷ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡା ଦିବସରେ ଦିଆଯାଇଥାଏ । ମାତ୍ର ଚଳିତ ଥର ୨୯ ଅଗଷ୍ଟ ପାଖାପାଖି ଅଲମ୍ପିକ ଓ ପାରାଲମ୍ପିକ ହେବା କାରଣରୁ ପୁରସ୍କାର ପ୍ରଦାନରେ ବିଳମ୍ବ ହୋଇଥିଲା ।
ଏହି ଖେଳାଳିଙ୍କୁ ମିଳିଲା ଖେଳରତ୍ନ
-
Hon. Minister of Youth Affairs & Sports Shri @ianuragthakur felicitates the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category) on 1st Nov
— SAI Media (@Media_SAI) November 1, 2021 " class="align-text-top noRightClick twitterSection" data="
Here are few glimpses from the event #NationalSportsAward2020 pic.twitter.com/Wehb93FF5M
">Hon. Minister of Youth Affairs & Sports Shri @ianuragthakur felicitates the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category) on 1st Nov
— SAI Media (@Media_SAI) November 1, 2021
Here are few glimpses from the event #NationalSportsAward2020 pic.twitter.com/Wehb93FF5MHon. Minister of Youth Affairs & Sports Shri @ianuragthakur felicitates the Awardees of Khel Ratna 2020, Arjuna Award 2020, Dronacharya Award 2020 (Lifetime & Regular category) on 1st Nov
— SAI Media (@Media_SAI) November 1, 2021
Here are few glimpses from the event #NationalSportsAward2020 pic.twitter.com/Wehb93FF5M
- ନୀରଜ ଚୋପ୍ରା(ଆଥଲେଟିକ୍ସ)
- ରବି ଦହିୟା(କୁସ୍ତି)
- ପିଆର ଶ୍ରୀଜେଶ(ହକି)
- ଲଭଲିନା ବୋର୍ଗୋହେନ(ବକ୍ସିଂ)
- ସୁନୀଲ ଛେତ୍ରୀ(ଫୁଟବଲ)
- ମିତାଲି ରାଜ(କ୍ରିକେଟ)
- ପ୍ରମୋଦ ଭଗତ(ବ୍ୟାଡମିଣ୍ଟନ)
- ସୁମିତ ଅଣ୍ଟିଲ(ଆଥଲେଟିକ୍ସ)
- ଅବନୀ ଲେଖାରା(ସୁଟିଂ)
- କୃଷ୍ଣା ନଗର(ବ୍ୟାଡ୍ମିଣ୍ଟନ)
- ମନୀଷ ନରୱାଲ(ସୁଟିଂ)
ଏହି ଖେଳାଳିଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ
- ଶିଖର ଧାୱନ(କ୍ରିକେଟ), ଅରପିନ୍ଦର ସିଂହ(ଆଥଲେଟିକ୍ସ), ସିମ୍ରନଜିତ କୌର(ବକ୍ସିଂ), ଭବାନୀ ଦେବୀ(ଫେନ୍ସିଂ), ମୋନିକା (ହକି) ।
- ବନ୍ଦନା କାଟାରିୟା(ହକି), ଅଭିଶେକ ବର୍ମା(ସୁଟିଂ), ସନ୍ଦୀପ ନରୱାଲ(କବାଡି), ଅଙ୍କିତା ରାଇନା(ଟେନିସ), ଦୀପକ ପୁନିଆ(କୁସ୍ତି)
- ଭାବିନା ପଟେଲ(ଟେବୁଲ ଟେନିସ), ଯୋଗେଶ କଥୁନିଆ(ଡିସକସ୍ ଥ୍ରୋ), ନିଶାଦ କୁମାର(ହାଇ ଜମ୍ପ୍), ପ୍ରବୀଣ କୁମାର(ହାଇ ଜମ୍ପ୍), ଶରଦ କୁମାର(ହାଇ ଜମ୍ପ୍)
- ସୁହାସ ଏଲବାଇ(ପାରା ବ୍ୟାଡମିଣ୍ଟନ), ସିଂହରାଜ ଅଧାନା(ସୁଟିଂ), ଓ ହରବିନ୍ଦର ସିଂହ(ତୀରନ୍ଦାଜୀ) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ