ETV Bharat / sports

ଦୀପା-ବଜରଙ୍ଗଙ୍କୁ ଖେଳରତ୍ନ, ପ୍ରମୋଦଙ୍କୁ ଅର୍ଜୁନ - ଦୀପା-ବଜରଙ୍ଗଙ୍କୁ ଖେଳରତ୍ନ

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲ୍ଲିକଙ୍କୁ ମିଳିଛି ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ 'ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ANI)
author img

By

Published : Aug 29, 2019, 11:42 PM IST

ହାଇଦ୍ରାବାଦ: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲ୍ଲିକଙ୍କୁ ମିଳିଛି ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ 'ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ' । ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମ୍ପିଆନ ହୋଇଥିଲେ ବଜରଙ୍ଗ ପୁନିଆ । ସେହିପରି ପାରାଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ଦୀପା ମଲ୍ଲିକ । କ୍ରୀଡା ଦିବସ ଅବସରରେ ରାଷ୍ଟପତି ଭବନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅନୁପସ୍ଥିତ ଥିଲେ ପୁନିଆ । ଆଗାମୀ ବିଶ୍ବ ଚମ୍ପିଆନସିପ ପାଇଁ ପୁନିଆ ରୁଷିଆରେ ପ୍ରଶିକ୍ଷଣ ନେଉଛନ୍ତି । ବିଶ୍ବ ଚମ୍ପିଆନସିପରୁ ଫେରିବା ପରେ ପୁନିଆ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିବେ ।

Sports Day Awards
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ANI)
Sports Day Awards
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ANI)
Sports Day Awards
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ANI)

ନଜର ପକାନ୍ତୁ କେଉଁ ଖେଳାଳିଙ୍କୁ କେଉଁ ସମ୍ମାନରେ ସମ୍ମାନିତ ହୋଇଛନ୍ତି:

କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 19 ଜଣ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ।
ଏହି ତାଲିକାରେ ଅଛନ୍ତି ସଦ୍ୟସମାପ୍ତ BWF ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ବି. ସାଇପ୍ରଣୀତ । ରବିନ୍ଦ୍ର ଜାଡେଜା(କ୍ରିକେଟ) ପୁନମ ଯାଦବ(କ୍ରିକେଟ), ତିଜେନ୍ଦର ପଲ ସିଂ ତୁର(ଆଥଲେଟ୍ସ), ମହମ୍ମଦ ଆନାସ(ଆଥଲେଟ୍ସ) , ସ୍ବପ୍ନା ବର୍ମାନ(ଆଥଲେଟ୍ସ), ଗୁରପ୍ରିତ ସିଂ ସନ୍ଧୁ(ଫୁଟବଲ), ଚିଙ୍ଗଲେନସାନା ସିଂ କାଙ୍ଗୁଜାମ(ହକି) ଅଞ୍ଜୁମ ମୌଦଗିଲ (ସୁଟିଂ), ଗୌରଭ ସିଂ ଗିଲ(ମୋଟରସ୍ପୋର୍ଟ୍ସ), ପ୍ରମୋଦ ଭଗତ(ପାରା-ବ୍ୟାଡମିଣ୍ଟନ), ସୁନ୍ଦର ସିଂ ଗୁରଜାର(ପାରା ଆଥଲେଟ୍ସ), ସିମ୍ରନ ସିଂ ସେରଜିଲ(ପୋଲୋ), ଅଜୟ ଠାକର (କବାଡି), ପୁଜା ଧଣ୍ଡା(କୁସ୍ତି),ଫୌଆଦ ମିର୍ଜା(ଇକ୍ବିଷ୍ଟ୍ରିଆନ), ସୋନିଆ ଲାଥର(ବକ୍ସିଂ), ଏସ ଭାସ୍କରନ(ବଡିବିଲ୍ଡିଂ)ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ)। ତେବେ ଜାଡେଜା ଓ ମୌଦଗିଲ, ମହମ୍ମଦ ଆନାସ ଏହି ଉତ୍ସବରେ ଅନୁପସ୍ଥିତ ରହିଥିଲେ । ଏବଂ ଅନ୍ୟମାନେ ସମ୍ମାନ ଗ୍ରହଣ କରିଛନ୍ତି ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ:
ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ବିମଲ କୁମାର, ଟେବୁଲ ଟେନିସ ଖେଳାଳି ସନ୍ଦିପ ଗୁପ୍ତା, ଆଥଲେଟ୍ସ ମହିନ୍ଦର ସିଂ ଧିଲନ । କ୍ରିକେଟର ସଞ୍ଜୟ ଭରଦ୍ବାଜ, କବାଡି ଖେଳାଳି ରାମବିର ସିଂ ଖୋକାର, ହକିରେ ମେଜବାନ ପଟେଲଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଲାଇଫଟାଇମ ବର୍ଗରେ ସମ୍ମାନିତ କରାଯାଇଛି ।

ଧ୍ୟାନଚାନ୍ଦ ଆୱାର୍ଡ:
ମାନୁଏଲ ଫେଡ୍ରିକ୍ସ(ହକି), ଅରୁପ ବାସକ(ଟେବଲ ଟେନିସ), ମନୋଜ କୁମାର(କୁସ୍ତି), ନିତେନ କିରଟାନେ(ଟେନିସ), ସି ଲାଲ୍ରେସାଙ୍ଗା(ତୀରନ୍ଦାଜ)

ରାଷ୍ଟ୍ରୀୟ ଖେଳ ପ୍ରୋତ୍ସୋହନ ପୁରସ୍କାର:
ଅନନ୍ତପୁର ସ୍ପୋଟ୍ସ ଏକାଡେମି, ଗଗନ ନାରଙ୍ଗ ସ୍ପୋଟ୍ସ ପ୍ରମୋଶନ ଫାଉଣ୍ଡେସନ

ମୌଲାନା ଆଜାଦା କାଲାମ ଟ୍ରଫି: ପଞ୍ଜାବ ୟୁନିଭରସିଟି(ଚଣ୍ଡିଗଡ)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.