ETV Bharat / sports

ବିଜୟ ପରେ ନିଖତଙ୍କ ସହ ହାତ ମିଳେଇଲେନି ମେରୀ କମ

author img

By

Published : Dec 28, 2019, 11:51 PM IST

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଆଜି (ଶନିବାର) ଦୁଇ ଭାରତୀୟ ମହିଳା ବକ୍ସରଙ୍କ ମଧ୍ୟରେ ହୋଇଛି ଫାଇଟ । ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1ରେ ହରାଇଛନ୍ତି । ଏହି ମ୍ୟାଚ ପରେ ଉଭୟ ଖେଳାଳି ହାତ ମିଳାଇ ନଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

boxing
boxing

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଆଜି (ଶନିବାର) ଦୁଇ ଭାରତୀୟ ମହିଳା ବକ୍ସରଙ୍କ ମଧ୍ୟରେ ହୋଇଛି ଫାଇଟ । ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1ରେ ହରାଇଛନ୍ତି 6ଥର ବିଶ୍ବ ବିଜେତା ମେରୀ କମ । ତେବେ ମ୍ୟାଚ ପରେ ମେରୀ ନିଖିତଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ।

boxing
ଫଟୋ ସୌଜନ୍ୟ: ସୋସିଆଲମିଡିଆ@BFI_official

ଏହାପରେ ମେରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଁ କାହିଁକି ତାଙ୍କ ସହ ହାତ ମିଳେଇବି । ସେ ଯଦି ଚାହୁଁଛନ୍ତି ଅନ୍ୟ ଜଣେ ସମ୍ମାନ କରୁ ତାହାହେଲେ ସେ ପ୍ରଥମେ ସମ୍ମାନ ଦେବା ଶିଖନ୍ତୁ । ମତେ ଏମିତି ପ୍ରକୃତିର ଲୋକ ପସନ୍ଦ ନୁହେଁ । ନିଜକୁ ରିଙ୍ଗରେ ପ୍ରମାଣ କରିବା ଶିଖନ୍ତୁ ।

ଏଥିସହ ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଟିକେ ରାଗରେ ଥିଲି କିନ୍ତୁ ଏବେ ସବୁ ସରିଯାଇଛି । ରିଙ୍ଗରେ କଣ କରିଛନ୍ତି ସମସ୍ତେ ଦେଖିପାରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.