ନୂଆଦିଲ୍ଲୀ: ଆଜି ବକ୍ସିଂରେ ହୋଇଛି ମହାମୁକାବିଲା । ଆସନ୍ତା ବର୍ଷ ହେବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଆଜି ଦୁଇ ଭାରତୀୟ ମହିଳା ବକ୍ସରଙ୍କ ମଧ୍ୟରେ ହୋଇଛି ଫାଇଟ । ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1 ଗୋଲରେ ମାତ ଦେଇ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟ ଉତ୍ତୀର୍ଣ୍ଣ ହୋଇଛନ୍ତି 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମ ।
-
Indian Squad for Women’s Boxing Final Trial Update- 60kg.@Simranjitboxer defeated @saritadevi15 in split decision and is selected for the Indian teamfor the Olympic Qualifiers, Asia -Oceania from Feb 3-14, 2020 in Wuhan, China.#PunchMeinHaiDum #OlympicQualifiers#boxing pic.twitter.com/SIRNUwLF8j
— Boxing Federation (@BFI_official) December 28, 2019 " class="align-text-top noRightClick twitterSection" data="
">Indian Squad for Women’s Boxing Final Trial Update- 60kg.@Simranjitboxer defeated @saritadevi15 in split decision and is selected for the Indian teamfor the Olympic Qualifiers, Asia -Oceania from Feb 3-14, 2020 in Wuhan, China.#PunchMeinHaiDum #OlympicQualifiers#boxing pic.twitter.com/SIRNUwLF8j
— Boxing Federation (@BFI_official) December 28, 2019Indian Squad for Women’s Boxing Final Trial Update- 60kg.@Simranjitboxer defeated @saritadevi15 in split decision and is selected for the Indian teamfor the Olympic Qualifiers, Asia -Oceania from Feb 3-14, 2020 in Wuhan, China.#PunchMeinHaiDum #OlympicQualifiers#boxing pic.twitter.com/SIRNUwLF8j
— Boxing Federation (@BFI_official) December 28, 2019
ପୂର୍ବରୁ ନିଖତ ଭାରତୀୟ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ(BFI)ର ଚୟନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ମେରୀ କମଙ୍କ ବିପକ୍ଷରେ ସେ ମୁକାବିଲା କରିବାକୁ ଚାହୁଁଥିବା ଦାବି କରିଥିଲେ ।
ତେବେ ଅନ୍ୟତମ ମ୍ୟାଚରେ ଦୁଇ ଥରର ରୌପ୍ୟ ପଦକ ବିଜେତା ସୋନିଆ ଲାଥର ସାକ୍ଷୀ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି ।