ETV Bharat / sports

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟ: ନିଖତଙ୍କୁ ଧରାଶାୟୀ କଲେ ମେରୀ କମ

author img

By

Published : Dec 28, 2019, 1:36 PM IST

ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1 ଗୋଲରେ ମାତ ଦେଇ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମ ।

mary-kom-beats-nikhat-zareen-to-make-indian-team-for-olympic-qualifiers
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟ: ନିଖତଙ୍କୁ ଧାରାଶାୟୀ କଲେ ମେରୀ କମ

ନୂଆଦିଲ୍ଲୀ: ଆଜି ବକ୍ସିଂରେ ହୋଇଛି ମହାମୁକାବିଲା । ଆସନ୍ତା ବର୍ଷ ହେବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଆଜି ଦୁଇ ଭାରତୀୟ ମହିଳା ବକ୍ସରଙ୍କ ମଧ୍ୟରେ ହୋଇଛି ଫାଇଟ । ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1 ଗୋଲରେ ମାତ ଦେଇ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟ ଉତ୍ତୀର୍ଣ୍ଣ ହୋଇଛନ୍ତି 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମ ।

Indian Squad for Women’s Boxing Final Trial Update- 60kg.@Simranjitboxer defeated @saritadevi15 in split decision and is selected for the Indian teamfor the Olympic Qualifiers, Asia -Oceania from Feb 3-14, 2020 in Wuhan, China.#PunchMeinHaiDum #OlympicQualifiers#boxing pic.twitter.com/SIRNUwLF8j

— Boxing Federation (@BFI_official) December 28, 2019

ପୂର୍ବରୁ ନିଖତ ଭାରତୀୟ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ(BFI)ର ଚୟନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ମେରୀ କମଙ୍କ ବିପକ୍ଷରେ ସେ ମୁକାବିଲା କରିବାକୁ ଚାହୁଁଥିବା ଦାବି କରିଥିଲେ ।

ତେବେ ଅନ୍ୟତମ ମ୍ୟାଚରେ ଦୁଇ ଥରର ରୌପ୍ୟ ପଦକ ବିଜେତା ସୋନିଆ ଲାଥର ସାକ୍ଷୀ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି ।

ନୂଆଦିଲ୍ଲୀ: ଆଜି ବକ୍ସିଂରେ ହୋଇଛି ମହାମୁକାବିଲା । ଆସନ୍ତା ବର୍ଷ ହେବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଆଜି ଦୁଇ ଭାରତୀୟ ମହିଳା ବକ୍ସରଙ୍କ ମଧ୍ୟରେ ହୋଇଛି ଫାଇଟ । ଯୁବ ମହିଳା ବକ୍ସର ନିଖତ ଜରିନଙ୍କୁ 9-1 ଗୋଲରେ ମାତ ଦେଇ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇଟ ଉତ୍ତୀର୍ଣ୍ଣ ହୋଇଛନ୍ତି 6ଥର ବିଶ୍ବ ଚମ୍ପିଆନ ଷ୍ଟାର ବକ୍ସର ମେରୀ କମ ।

ପୂର୍ବରୁ ନିଖତ ଭାରତୀୟ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ(BFI)ର ଚୟନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏମିତିକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ମେରୀ କମଙ୍କ ବିପକ୍ଷରେ ସେ ମୁକାବିଲା କରିବାକୁ ଚାହୁଁଥିବା ଦାବି କରିଥିଲେ ।

ତେବେ ଅନ୍ୟତମ ମ୍ୟାଚରେ ଦୁଇ ଥରର ରୌପ୍ୟ ପଦକ ବିଜେତା ସୋନିଆ ଲାଥର ସାକ୍ଷୀ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି ।

Intro:Body:

PRIYA


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.