ETV Bharat / sports

ଖୋଲା ଷ୍ଟାଡିୟମ ଆଥଲେଟଙ୍କୁ କରିଛି ଜୀବନ୍ତ: ମନିକା ବାତ୍ରା

ଯୁବ ଟେବୁଲ ଟେନିସ ତାରକା ଖେଳାଳି ମନିକା ବାତ୍ରା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ମନିକା କହିଛନ୍ତି ଷ୍ଟାଡିୟମ ଖୋଲିବା ନିଷ୍ପତି ଦ୍ବାରା ଆଥଲେଟଙ୍କ ଜୀବନ୍ତ ଅନୁଭବ ହେଉଛି । ସମସ୍ତ ଆଥଲେଟଙ୍କ ମୁହଁରେ ହସ ଫେରାଇଆସିଛି ।

Lockdown 4.0: Re-opening stadiums will add meaning to athletes' lives says manika batra
ଖୋଲା ଷ୍ଟାଡିୟମ ଆଥଲେଟଙ୍କୁ କରିଛି ଜୀବନ୍ତ: ମନୁ ଭାକର
author img

By

Published : May 18, 2020, 4:04 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଦେଶରେ 4ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ କରିଛନ୍ତି ଭାରତ ସରକାର । ତେବେ ଏହି ପର୍ଯ୍ୟାୟରେ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ମିଳିଛି । ଏହି ନିଷ୍ପତି ପରେ ଦେଶର କ୍ରୀଡାବିତଙ୍କ ସନ୍ତୋଷଜନକ ପ୍ରତିକ୍ରିୟା ଆସିବାରେ ଲାଗିଛି ।

ଏହି କ୍ରମରେ ଯୁବ ଟେବୁଲ ଟେନିସ ତାରକା ଖେଳାଳି ମନିକା ବାତ୍ରା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ମନିକା କହିଛନ୍ତି ଷ୍ଟାଡିୟମ ଖୋଲିବା ନିଷ୍ପତି ଦ୍ବାରା ଆଥଲେଟଙ୍କ ଜୀବନ୍ତ ଅନୁଭବ ହେଉଛି । ସମସ୍ତ ଆଥଲେଟଙ୍କ ମୁହଁରେ ହସ ଫେରାଇଆସିଛି ।

2018 କମନୱେଲ୍ଥ ଗେମ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରଥମ ମହିଳା ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.