ETV Bharat / sports

ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡାମନ୍ତ୍ରୀଙ୍କ ସହ ବୈଠକ କରିବେ କିରଣ ରିଜିଜୁ

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ, ବୈଠକ କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

kiren Rijiju to hold 2-day video conference with sports ministers of all state, UTs
ରାଜ୍ୟ-କେନ୍ଦ୍ରଶାସିତ ଅଞ଼୍ଚଳର କ୍ରୀଡାମନ୍ତ୍ରୀଙ୍କ ସହ ବୈଠକ କରିବେ କିରଣ ରିଜିଜୁ
author img

By

Published : Jul 12, 2020, 7:56 PM IST

ନୂଆଦିଲ୍ଲୀ:ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ, ବୈଠକ କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

kiren Rijiju to hold 2-day video conference with sports ministers of all state, UTs
ରାଜ୍ୟ-କେନ୍ଦ୍ରଶାସିତ ଅଞ଼୍ଚଳର କ୍ରୀଡାମନ୍ତ୍ରୀଙ୍କ ସହ ବୈଠକ କରିବେ କିରଣ ରିଜିଜୁ

ଆସନ୍ତା ସପ୍ତାହର ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନିଆ ବୈଠକ ପାଇଁ ଧାର୍ଯ୍ୟ କରାଯାଇଛି । ବୈଠକରେ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ, ଓ ସାରାଦେଶରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ(NYKS) ଓ ନ୍ୟାସନାଲ ସର୍ଭିସ ସ୍କିମ୍(NSS)ର ଉନ୍ନତି ନେଇ ଚର୍ଚ୍ଚା ହେବାନେଇ ସୂଚନା ରହିଛି ।

ଦେଶ ବର୍ତ୍ତମାନ ଅନଲକ-2ରେ ରହିଛି । ସେଥିପାଇଁ ଯୁବ ଓ କ୍ରୀଡା କାର୍ଯ୍ୟକ୍ରମ ନେଇବିଚାର କରିବାର ଏହା ପ୍ରକୃଷ୍ଠ ସମୟ । ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.