ETV Bharat / sports

ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କ ଦେଶପ୍ରେମରେ ବିମୋହିତ କେନ୍ଦ୍ର କ୍ରୀଡାମନ୍ତ୍ରୀ - Arjun Bhati for contributing to PM-CARES Fund

ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ପ୍ରଶଂସା । ନିଜର ସମସ୍ତ ବିଜେତା ଟ୍ରଫି ଓ ପରେ ଜୋତାକୁ ନିଲାମ କରି ପ୍ରଧାନମନ୍ତ୍ରୀ କେଆର୍ସ ଫଣ୍ଡକୁ ଦାନ କରିଛନ୍ତି ଅର୍ଜୁନ ।

Kiren Rijiju thanks junior golfer Arjun Bhati for contributing to PM-CARES Fund
ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କ ଦେଶପ୍ରେମରେ ବିମୋହିତ କେନ୍ଦ୍ର କ୍ରୀଡାମନ୍ତ୍ରୀ
author img

By

Published : Apr 23, 2020, 4:06 PM IST

ନୂଆଦିଲ୍ଲୀ: ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ପ୍ରଶଂସା । ନିଜର ସମସ୍ତ ବିଜେତା ଟ୍ରଫି ଓ ପରେ ଜୋତାକୁ ନିଲାମ କରି ପ୍ରଧାନମନ୍ତ୍ରୀ କେଆର୍ସ ଫଣ୍ଡକୁ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ଅର୍ଜୁନ । ଏଥିସହିତ ଟ୍ବିଟରେ ଆମେ ରୁହେ କି ନରୁହେ, ଆମ ଦେଶ ରହିବା ଦରକାର ବୋଲି ଦେଶପ୍ରେମର ଭାବପୂର୍ଣ୍ଣ ବାର୍ତ୍ତା ଲେଖିଥିଲେ ।

ପ୍ରଥମେ 102 ଟ୍ରଫି 102 ଜଣଙ୍କୁ ବିକ୍ରିକର 4.3 ଲକ୍ଷ ଓ ପରେ ଜୁନିୟର ଗୋଲ୍ପ ଚମ୍ପିଆନସିପ ବିଜେତା ହୋଇଥିବା ଜୋତାକୁ ବିକ୍ରିକରି 3,30,000ଟଙ୍କା ଦାନ କରିଥିବା ଟ୍ବିଟରେ ଉଲ୍ଲେଖ କରିଥିଲେ ଅର୍ଜୁନ । ଟଙ୍କା ଦାନ କରିଛନ୍ତି ଅର୍ଜୁନ । ଏହା ଜଣାପଡିବା ପରେ କିରେନ ରିଜ୍ଜୁ ଧନ୍ୟବାଦ ଜଣାଇବା ସହ ପ୍ରଂଶସାରେ ଶତମୁଖ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.