ETV Bharat / sports

ଭାରୋତ୍ତଳନକାରୀଙ୍କ ସହ କ୍ରୀଡାମନ୍ତ୍ରୀଙ୍କ ଆଲୋଚନା, ଅଭ୍ୟାସ ଆରମ୍ଭ ନେଇ ଶୀଘ୍ର ନିଷ୍ପତି - ଭାରଉତ୍ତୋଳନ ଖେଳାଳିଙ୍କ ସହ କ୍ରୀଡାମନ୍ତ୍ରୀଙ୍କ ଆଲୋଚନା

ଦେଶର ଭାରୋତ୍ତଳନ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ଆଲୋଚନା ଶେଷରେ କ୍ରୀଡାବିତ ଅଭ୍ୟାସକୁ ଫେରିବା ନେଇ ଖୁବଶୀଘ୍ର ନିଷ୍ପତି ହେବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ।

Kiren Rijiju interacts with elite weightlifters, says decision soon on training resumption
ଭାରଉତ୍ତୋଳନକାରୀଙ୍କ ସହ କ୍ରୀଡାମନ୍ତ୍ରୀଙ୍କ ଆଲୋଚନା, ଅଭ୍ୟାସ ଆରମ୍ଭ ନେଇ ଶ୍ରୀଘ୍ର ନିଷ୍ପତି
author img

By

Published : May 12, 2020, 3:18 PM IST

ନୂଆଦିଲ୍ଲୀ: ଦେଶର ଭାରୋତ୍ତଳନ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ଆଲୋଚନାରେ 9 ଜଣ ମୁଖ୍ୟ ଖେଳାଳିଙ୍କ ସହ ମୁଖ୍ୟ କୋଚ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ଶେଷରେ କ୍ରୀଡାବିତ ଅଭ୍ୟାସକୁ ଫେରିବା ନେଇ ଖୁବଶୀଘ୍ର ନିଷ୍ପତି ହେବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ।

ଏହି ଆଲୋଚନାରେ କ୍ରୀଡା ସଚିବ ରବି ମିତ୍ତଲ, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ଭାରୋତ୍ତଳନ ଫେଡେରେସନର ସେକ୍ରେଟାରୀ ଜେନେରାଲ ସହଦେବ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଭାରଉତ୍ତୋଳନକାରୀଙ୍କ ମଧ୍ୟରେ ମୀରାବାଇ ଚାନୁ, ଜେରେମି ଲାଲ୍ରିନ୍ନୁଙ୍ଗା, ରାକ୍ଷୀ ହଳଦର, ଅଜୟ ସିଂହ, ଗୁରଦୀପ ସିଂହ, ସତୀଶ ଶିବାଲିଙ୍ଗମ, ସ୍ନେହା ସୋରେନ, ଅଚିନ୍ତ ସେଉଲି ଓ ରାଜା ମଥୁପନ୍ଦି ରହିଥିଲେ ।

ଆଥଲେଟମାନେ ବର୍ତ୍ତମାନ ସ୍ପୋର୍ଟ୍ସ ଅଥରିଟ ଅଫ ଇଣ୍ଡିଆର (SAI) ପଟିଆଲା ନ୍ୟାସନାଲ ସେଣ୍ଟରର ରହିଛନ୍ତି । ତେବେ ମାର୍ଚ୍ଚ 25ରୁ ଦେଶରେ ସମସ୍ତ ପ୍ରକାର ଅଭ୍ୟାସ କାର୍ଯ୍ୟକ୍ରମ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.