ETV Bharat / sports

ଦୂରହେବ ଅନ୍ଧକାର, ନୂଆ ସକାଳର ହେବ ସୂର୍ଯ୍ୟୋଦୟ; କ୍ରୀଡାମନ୍ତ୍ରୀଙ୍କ 'ଗୁଡ ଫ୍ରାଇଡେ' ଶୁଭେଚ୍ଛା

ଦୂରହେବ ଅନ୍ଧକାର, ନୂଆ ଏକ ସକାଳରେ ହେବ ନୂତନ ସୂର୍ଯ୍ୟୋଦୟ । ଲୋକଙ୍କୁ ବିଶ୍ବାସ ସହ ଭରଷା ରଖିବାକୁ ପବିତ୍ର ଗୁଡ ଫ୍ରାଇଡେରେ ଅପିଲ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ।

author img

By

Published : Apr 10, 2020, 3:46 PM IST

Kiren rijiju asks People to have 'positive hope' on Good Friday
ଦୂରହେବ ଅନ୍ଧକାର ହେବ ନୂତନ ସୂର୍ଯ୍ୟଦୋୟ, କ୍ରୀଡାମନ୍ତ୍ରୀଙ୍କ 'ଗୁଡ ଫ୍ରାଇଡେ' ଶୁଭଚ୍ଛା

ନୂଆଦିଲ୍ଲୀ: ଦୂରହେବ ଅନ୍ଧକାର, ନୂଆ ଏକ ସକାଳରେ ହେବ ନୂତନ ସୂର୍ଯ୍ୟଦୋୟ । ଲୋକଙ୍କୁ ବିଶ୍ବାସ ସହ ଭରଷା ରଖିବାକୁ ପବିତ୍ର ଗୁଡ ଫ୍ରାଇଡେରେ ଅପିଲ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ।

  • May the Darkest Night will end and the Sun will rise. Have a positive hope on this auspicious day and have a blessed Good Friday!

    — Kiren Rijiju (@KirenRijiju) April 10, 2020 " class="align-text-top noRightClick twitterSection" data=" ">

ଲୋକଙ୍କୁ ସକରାତ୍ମକ ଆଶା ରଖିବାକୁ ମଧ୍ୟ କହିଛନ୍ତି କ୍ରୀଡା ମନ୍ତ୍ରୀ । ପ୍ରଭୁ ଜିଶୁ ଖ୍ରୀଷ୍ଟ କୋରୋନା ରୂପକ କଳା ଅନ୍ଧାର ରାତିକୁ ଦୂର କରିବେ । ଗୁଡ ଫ୍ରାଇଡେ ଅବସରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଟ୍ବିଟ ଯୋଗେଁ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ବିଟ ଯୋଗେ ପବିତ୍ର ଗୁଡ ଫ୍ରାଇଡେର ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.