ETV Bharat / sports

ISSF World Championship: ଭାରତକୁ ୫ ସ୍ବର୍ଣ୍ଣ

author img

By

Published : Oct 17, 2022, 7:24 AM IST

ଆଇଏସଏସଏଫ ( International Shooting Sport Federation ) ବିଶ୍ବ ଚମ୍ପିଆନସିପରେ ଭାରତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଅଧିକ ପଢନ୍ତୁ

ISSF World Championship : ଭାରତକୁ ୫ ସ୍ବର୍ଣ୍ଣ

ହାଇଦ୍ରାବାଦ: ଆଇଏସଏସଏଫ (International Shooting Sport Federation) ବିଶ୍ବ ଚମ୍ପିଆନସିପରେ ଭାରତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛି (India wins fifth gold in ISSF) । ରୁଦ୍ରାକ୍ଷ ବାଲାସାହେବ ପାଟିଲ(Rudraksh Balasaheb Patil), କିରଣ ଅଙ୍କୁଶ ଯାଦବ (Kiran Ankush Jadhav), ଏବଂ ଅର୍ଜୁନ ବବୁତା (Arjun Babuta) ୧୦୦ ମିଟର ଏୟାର ରାଇଫଲରେ ଭାରତ ପାଇଁ ପାଞ୍ଚଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭାରତର ସୁଟରମାନେ ଏହି ଅନ୍ତର୍ଜାତୀୟ ସଟିଂ ମହାସଂଘ ବିଶ୍ବ ଚମ୍ପିଆନସିପରେ ଚାଇନାକୁ ୧୬-୧୦ ପଏଣ୍ଟରେ ପରାସ୍ତ କରିଛନ୍ତି ।

ଏହା ସହିତ ଭାରତ ଗୋଟିଏ ରୌପ୍ୟ ପଦକ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମଧ୍ୟ ଜିତିଛି । ଭାରତ ୫ଟି ସ୍ବର୍ଣ୍ଣ, ଏବଂ ଗୋଟିଏ ରୌପ୍ୟ ପଦକ ଏବଂ ୫ଟି ବ୍ରୋଞ୍ଜ ପଦକ ସହିତ ପଦକ ତାଲିକାରେ ଚାଇନା ପରେ ଦ୍ବିତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.