ETV Bharat / sports

ISSF World Cup 2022: ଏୟାର ରାଇଫଲରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ - ଆଇଏସଏସଏଫ ବିଶ୍ବ କପ

ଆଇଏସଏସଏଫ ବିଶ୍ବ କପ ଏୟାର ରାଇଫଲରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମେହୁଲି ଘୋଷ ଏବଂ ଶାହୁ ତୁଷାର ମାନେ କୋରିୟାର ଚାଙ୍ଗୱନରେ ଖେଳାଯାଉଥିବା ଆଇଏସଏସଏଫ ବିଶ୍ବକପ ରାଇଫଲରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ

ISSF World Cup 2022 : ଏୟାର ରାଇଫଲରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

author img

By

Published : Jul 13, 2022, 10:44 PM IST

ହାଇଦ୍ରାବାଦ: ଆଇଏସଏସଏଫ ବିଶ୍ୱକପ୍ ଏୟାର ରାଇଫଲରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମେହୁଲି ଘୋଷ ଏବଂ ଶାହୁ ତୁଷାର ମାନେ କୋରିୟାର ଚାଙ୍ଗୱନରେ ଖେଳାଯାଉଥିବା ଆଇଏସଏସଏଫ (issf world cup 2022 ) ବିଶ୍ବ କପ ରାଇଫଲରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ସେମାନେ ୧୦ ମିଟର ଏୟାର ରାଇଫଲରେ ହଙ୍ଗେରିର ଏଜ୍ଟର ମେଜାରୋସ ଏବଂ ଇସ୍ତବାନ ପେନୀଙ୍କୁ ୧୭-୧୩ ପଏଣ୍ଟରେ ହରାଇଛନ୍ତି ।

ଆଜି (ବୁଧବାର) ଖେଳାଯାଇଥିବା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ହଙ୍ଗେରିର ଏଜ୍ଟର ମେଜାରୋସ ଏବଂ ଇସ୍ତବାନ ପେନୀଙ୍କ ସହିତ କଡା ମୁକାବିଲା ହୋଇଥିଲା । ପରେ ଭାରତ ତାର ପ୍ରତିଦ୍ବନ୍ଦୀକୁ ୧୭-୧୩ ପଏଣ୍ଟରେ ହରାଇ ବିଜୟ ହାସଲ କରିଥିଲା । ପୂର୍ବରୁ ଅର୍ଜୁନ ବବୁତା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବିଜୟ ହାସଲ କରି ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.