ETV Bharat / sports

ବାଜିଲା IPL ବିଗୁଲ: ମାର୍ଚ୍ଚ ୨୬ରୁ ଆରମ୍ଭ, ଖେଳାଯିବ ୭୪ ମ୍ୟାଚ

IPL ଗଭର୍ଣ୍ଣିଂ କାଉନ୍ସିଲ୍‌ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ ଟାଟା ଆଇପିଏଲ ୨୦୨୨ । ଅଧିକ ପଢ଼ନ୍ତୁ

ବାଜିଲା IPL ବଗୁଲ: ମାର୍ଚ୍ଚ ୨୬ରୁ ଆରମ୍ଭ, ଖେଳାଯିବ ୭୪ଟି ମ୍ୟାଚ

author img

By

Published : Feb 25, 2022, 6:08 PM IST

ମୁମ୍ବାଇ: IPL ଗଭର୍ଣ୍ଣିଂ କାଉନ୍ସିଲ୍‌ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଟାଟା ଆଇପିଏଲ ୨୦୨୨ । ମୋଟ ୪ଟି ଭେନ୍ୟୁକୁ ନେଇ ଆଇପିଏଲ ୨୦୨୨ ଆୟୋଜନ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ ଖେଳାଯିବ ।

ନୂଆ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ମୋଟ ୧୦ଟି ଦଳ ଆଇପିଏଲ୍‌ରେ ଭାଗ ନେବେ । ଚଳିତ ଥର ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୫ଟି ଲେଖାଏଁ ଟିମ୍‌ ରହିଛନ୍ତି । ପ୍ରତ୍ୟେକ ଟିମ୍‌ ନିଜ ଗ୍ରୁପ ଟିମ୍‌ ସହ ଦୁଇଟି ମ୍ୟାଚ ଖେଳିବେ । ତା ସହିତ ଅନ୍ୟ ଗ୍ରୁପର ଟିମ୍‌ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ ।

ଫାଇନାଲ ମ୍ୟାଚ ମେ ୨୯ ତାରଖରେ ଖେଳାଯିବ । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ, ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ, ମୁମ୍ବାଇ DY ପାଟିଲ ଷ୍ଟାଡିୟମ ଓ ପୁଣେର ଏମ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.