ETV Bharat / sports

କୋରୋନା ଭାଇରସ: 4 ବର୍ଷ ଘୁଞ୍ଚିଲା ଡକାର 2022 ୟୁଥ ଅଲମ୍ପିକ ଗେମ୍ସ - ଅନ୍ତର୍ଜାତୀୟ ଅଲମ୍ପିକ କମିଟି

ମହାମାରୀ କୋରୋନା ଭାଇରସ ଯୋଗୁଁ 2022 ଡକାର ୟୁଥ ଅଲମ୍ପିକ୍ସକୁ ଚାରିବର୍ଷ ଘୁଞ୍ଚାଇ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । ଆଇଓସି ସଭାପତି ଥୋମାସ ବାଚ ଏନେଇ ସୂଚନା ଦେଇଛନ୍ତି ।

IOC postpones Dakar 2022 Youth Olympic Games to 2026 due to COVID-19 pandemic
କୋରୋନା ଭାଇରସ: ଚାରିବର୍ଷ ଘୁଞ୍ଚିଲା ଡକାର 2022 ୟୁଥ ଅଲମ୍ପିକ ଗେମ୍ସ
author img

By

Published : Jul 16, 2020, 5:20 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ଯୋଗୁଁ 2022 ଡକାର ୟୁଥ ଅଲମ୍ପିକ୍ସକୁ ଚାରିବର୍ଷ ଘୁଞ୍ଚାଇ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । ଆଇଓସି ସଭାପତି ଥୋମାସ ବାଚ ଏନେଇ ସୂଚନା ଦେଇଛନ୍ତି । ଦୁଇଦିନ ପୂର୍ବରୁ ଫୋନ ଯୋଗେଁ ସେନେଗଲ ସଭାପତି ମାକି ସାଲ୍ ଙ୍କ ସହ ବାର୍ତ୍ତାଳପ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

  • Official Statement: Jofra Archer

    — England Cricket (@englandcricket) July 16, 2020 " class="align-text-top noRightClick twitterSection" data=" ">

ଗ୍ରୀଷ୍ମକାଳୀନ ୟୁଥ ଗେମ୍ସ ଆଫ୍ରିକାରେ ପ୍ରଥମ ଅଲମ୍ପିକ ଆୟୋଜନ ହୋଇଥାନ୍ତା । ତେବେ ବ୍ୟସ୍ତବହୁଳ ସୂଚୀ ଯୋଗୁଁ ଏହି ମେଗା ଇଭେଣ୍ଟ ଆୟୋଦନ ପ୍ରଭାବିତ ହୋଇଥିବା ଆଇଓଏ ସଭାପତି କହିଛନ୍ତି ।

2021 ଜୁଲାଇରେ ଟୋକିଓ ଅଲମ୍ପିକ୍ସ ନେଇ ସୂଚୀ ରହିଛି । 2022 ଫେବୃଆରୀରେ ବେଜିଂ ୱିଣ୍ଟର ଅଲମ୍ପିକ୍ସ ହେବା ନେଇ ସୂଚୀ ରହିଛି । ମାତ୍ର 3ବର୍ଷର ମଧ୍ୟରେ 5ଟି ମାଷ୍ଟର ଅଲମ୍ପିକ୍ସ ଗେମ୍ସର ସୂଚୀ ରହିଛି କହିଛନ୍ତି ଥୋମାସ ବାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.