ETV Bharat / sports

ଅଲମ୍ପିକ ପ୍ରସ୍ତୁତି କମିଟିର ପ୍ରୟାସ: ଆଥଲେଟଙ୍କୁ ଭାରତରେ ମିଳିବ ପ୍ରଶିକ୍ଷଣ - ଭାରତୀୟ ଆଥଲେଟଙ୍କୁ ପ୍ରଶିକ୍ଷଣ

ଚଳିତ ବର୍ଷ ଭାରତୀୟ ଆଥଲେଟଙ୍କୁ ନିଜ ଦେଶରେ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା କରୁଛି ଭାରତୀୟ ଅଲମ୍ପିକ ଆସୋସିଏସନର ପ୍ରସ୍ତୁତି କମିଟି । ଏହି ପ୍ରସ୍ତାବରେ କମିଟିର ସମସ୍ତ ସଦସ୍ୟ ମହମତି ପ୍ରକାଶ କରିଛନ୍ତି । ବିଦେଶରେ ପ୍ରଶିକ୍ଷଣବେଳେ ସୁରକ୍ଷା ନେଇ ବିପଦ ଥିବାରୁ ଏପରି ନିଷ୍ପତି ନିଆଯାଇଛି ।

IOA's preparations committee wants athletes to train within the country this year
ଅଲମ୍ପିକ ପ୍ରସ୍ତୁତି କମିଟିର ପ୍ରୟାସ: ଆଥଲେଟଙ୍କୁ ଭାରତରେ ମିଳିବ ପ୍ରଶିକ୍ଷଣ
author img

By

Published : Apr 23, 2020, 2:41 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଆଥଲେଟଙ୍କୁ ନିଜ ଦେଶରେ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା କରୁଛି ଭାରତୀୟ ଅଲମ୍ପିକ ଆସୋସିଏସନର ପ୍ରସ୍ତୁତି କମିଟି । ଏହି ପ୍ରସ୍ତାବରେ କମିଟିର ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଛନ୍ତି । ବିଦେଶରେ ପ୍ରଶିକ୍ଷଣବେଳେ ସୁରକ୍ଷା ନେଇ ବିପଦ ଥିବାରୁ ଏପରି ନିଷ୍ପତି ନିଆଯାଇଛି ।

ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଆୟୋଜିତ ଅଲମ୍ପିକ ଆସୋସିଏସନ ପ୍ରସ୍ତୁତି କମିଟିର ବୈଠକରେ ଏନେଇ ସ୍ଥିର ହୋଇଛି । ଚେୟାରମ୍ୟାନ ଡ. ଲଳିତ କୁମାର ଭାନୋତ ବୈଠକରେ ପ୍ରତିନିଧିତ୍ବ କରିଥିଲେ ।

ବୈଠକରେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବା ଖେଳାଳିଙ୍କ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ, ଓ ଯୋଗ୍ୟତା ହାସଲ ଅପେକ୍ଷାରେ ଥିବା ଖେଳାଳିଙ୍କ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ମୋଟ 62 ପ୍ରତିନିଧି ଯୋଗ ଦେଇଥିଲେ । ଭାରତୀୟ ଅଲମ୍ପିକ ଆସୋସିଏସସନର ସଭାପତି ନରିନ୍ଦର ବାତ୍ରା ସମସ୍ତ ଏନଏସଫ ଅଧିକାରୀଙ୍କ ସହ ପରାମର୍ଶ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.